Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବଜ୍ରପାତରେ ମା-ପୁଅ ମୃତ

Odisha

ବଜ୍ରପାତରେ ମା-ପୁଅ ମୃତ

Manini Pattanayak
Browse all articles by Manini Pattanayak
·2 years ago
ବଜ୍ରପାତରେ ମା-ପୁଅ ମୃତ

 କେନ୍ଦ୍ରାପଡା:  ବଜ୍ରପାତରେ ମା ପୁଅ ମୃତ।  ସୂଚନାନୁଯାୟୀ, କାଳବୈଶାଖୀ ଯୋଗୁ ଆଜି ସନ୍ଧ୍ୟାରେ କେନ୍ଦ୍ରାପଡା ଜିଲ୍ଲାରେ ସାମାନ୍ୟ ଝଡବର୍ଷା ହୋଇଥିବା ବେଳେ ବିଲରେ ମୁଗ ଉପାଡୁଥିଲେ ମା ଓ ପୁଅ। ସେହିସମୟରେ   ବଜ୍ରପାତରେ  ଘଟି ଚାଲି ଯାଇଛି ଉଭୟଙ୍କ ଜୀବନ।


ତେବେ ମୃତକ ହେଉଛନ୍ତି।  କେନ୍ଦ୍ରାପଡା ଡେରାବିଶ୍ ଥାନା ଅନ୍ତର୍ଗତ ଖମୋଳ ପଞ୍ଚାୟତ ଜହ୍ନିମୂଳ ଗାଁର ୱାର୍ଡ ସଭ୍ୟ ୨୬ ବର୍ଷୀୟ ରବୀନ୍ଦ୍ର ବାରିକ ଓରଫ କାଳିଆ ଓ ତାଙ୍କ ୫୦ ବର୍ଷୀୟା ମା ଶଶୀରେଖା ବାରିକ ।  
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mother and son died in lightning strike | Argus News