ମୋ ବସ୍ ଦୁର୍ଘଟଣା: ଝିଅ ପରେ ଚାଲିଗଲା ମା'ର ଜୀବନ
·1 year ago

ମୋ ବସ୍ ଦୁର୍ଘଟଣାରେ ଝିଅ ପରେ ମା'ର ମୃତ୍ୟୁ। ଗୁରୁତର ଅବସ୍ଥାରେ ଏମ୍ସରେ ଥିଲେ ଚିକିତ୍ସାଧୀନ। ଗତ ଶୁକ୍ରବାର ଭୁବନେଶ୍ବର ପାତ୍ରପଡ଼ାରେ ଘଟିଥିଲା ଦୁର୍ଘଟଣା। ଶହେ ମିଟର ଯାଏଁ ସ୍କୁଟିକୁ ଘୋଷାଡ଼ି ନେଇଥିଲା ମୋ ବସ୍।
ମୋ ବସ୍ ଦୁର୍ଘଟଣାରେ ଗୁରୁତର ମହିଳାଙ୍କ ମୃତ୍ୟୁ । ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ। ଗତ ଶୁକ୍ରବାର ପାତ୍ରପଡ଼ାରେ ଘଟିଥିଲା ଦୁର୍ଘଟଣା । ଶହେ ମିଟର ଯାଏଁ ସ୍କୁଟିକୁ ଘୋଷାଡ଼ି ନେଇଥିଲା ମୋ ବସ୍। ଯୁବତୀଙ୍କ ମୃତ୍ୟୁ ହୋଇଥିଲା ବେଳେ ଗୁରୁତର ହୋଇଥିଲେ ମାଆ। ଆଜି ଚିକିତ୍ସାଧୀନ ଅବସ୍ଥାରେ ମା'ଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ଘର ଫୁଲବାଣୀ, ଭୁବନେଶ୍ବରରେ ରହୁଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: