Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସନ୍ଦେହ ଘେରରେ ମୋଟୁ ତହସିଲଦାରଙ୍କ ଭୂମିକା?

Sangram Tripathy
Browse all articles by Sangram Tripathy
·1 year ago
ସନ୍ଦେହ ଘେରରେ ମୋଟୁ ତହସିଲଦାରଙ୍କ ଭୂମିକା?

ମାଲକାନଗିରି:ଦିନକୁ ଦିନ ମାସୁମ ଖାନ-ଇସଲାମନଗର ବିବାଦ ବଢିବାରେ ଲାଗିଛି। ସନ୍ଦେହ ଘେରରେ ରହିଛି ମୋଟୁ ତହସିଲଦାରଙ୍କ ଭୂମିକା।  ମାସୁମର ଜବରଦଖଲରେ ୭୦ ଏକର ରାଜସ୍ବ ଜାଗା ରହିଥିବା ମାନିଛନ୍ତି ତହସିଲଦାର । ମାଲକାନଗିରିର ବହୁ ଗାଁକୁ ଏବେବି ବିଦ୍ୟୁତ ସଂଯୋଗ,ପାଣି କି ରାସ୍ତା ନାହିଁ।  ବିଧାୟକଙ୍କ ପ୍ରଶ୍ନ କରିଛନ୍ତି ଇସଲାମ୍ ନଗରକୁ କାହା ଇସାରାରେ ମିଳୁଥିଲା ସବୁ ସୁବିଧା। ଅନ୍ୟପଟେ ମାସୁମ ଖାନର ଜାଲିମ କାରନାମାର ପର୍ଦ୍ଦାଫାସ କରିବାରୁ ନାଲିଆଖି ଦେଖାଇଛନ୍ତି। ଏଥିସହ ଗଣମାଧ୍ୟମର କଣ୍ଠରୋଧ ପାଇଁ ଧମକାଇଛନ୍ତି ମାସୁମର ଗୁଣ୍ଡାବାହିନୀ ବୋଲି ସୂଚନା ମିଳିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Motu Tahsildar's role in doubt? | Argus News