Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସାଂସଦ ଅନୁଭବ ମହାନ୍ତିଙ୍କ ଭଡାଘରେ ଚଢ଼ାଉ

Odisha

ସାଂସଦ ଅନୁଭବ ମହାନ୍ତିଙ୍କ ଭଡାଘରେ ଚଢ଼ାଉ

Ritu Das
Browse all articles by Ritu Das
·2 years ago
ସାଂସଦ ଅନୁଭବ ମହାନ୍ତିଙ୍କ ଭଡାଘରେ ଚଢ଼ାଉ

ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ ଓଲିଉଡ ଅଭିନେତା ଅନୁଭବ ମହାନ୍ତି। ସାଂସଦ ଅନୁଭବ ମହାନ୍ତିଙ୍କ ଭଡାଘରେ ଅର୍ବାନ ବ୍ୟାଙ୍କର ଚଢ଼ାଉ। 

ଅନୁଭବଙ୍କ ଭାଇ ଅନୁପ୍ରାସ ମହାନ୍ତି ବ୍ୟାଙ୍କରୁ ଋଣ ନେଇ ସୁଝି ନପାରିବାରୁ ବ୍ୟାଙ୍କର ଚଢ଼ାଉ। ୫୦ ଲକ୍ଷ ଟଙ୍କା ଋଣ ନେଇ ସୁଝି ନ ଥିଲେ ଅନୁପ୍ରାସ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Mp Anubhav | Argus News