Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଖରିଫ୍‌ ଫସଲର MSP ବୃଦ୍ଧି କଲେ କେନ୍ଦ୍ର ସରକାର

Odisha

ଖରିଫ୍‌ ଫସଲର MSP ବୃଦ୍ଧି କଲେ କେନ୍ଦ୍ର ସରକାର

Smruti Parija
Browse all articles by Smruti Parija
·1 year ago
ଖରିଫ୍‌ ଫସଲର MSP ବୃଦ୍ଧି କଲେ କେନ୍ଦ୍ର ସରକାର

Key Points

14ଟି ଫସଲର MSP ବଢାଇଲେ କେନ୍ଦ୍ର ସରକାର

କେନ୍ଦ୍ର କ୍ୟାବିନେଟ୍ ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । 14ଟି ଫସଲର MSP ବଢାଇଲେ କେନ୍ଦ୍ର ସରକାର । କ୍ୱିଣ୍ଟାଲ ପିଛା 69 ଟଙ୍କା ବଢିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ।


ଅର୍ଥନୈତିକ ବ୍ୟାପାର କାବିନେଟ୍‌ କମିଟିର ଅନୁମୋଦନ ମିଳିଛି । ଧାନର MSP ଗତ ବର୍ଷ ତୁଳନାରେ କ୍ବିଣ୍ଟାଲ ପିଛା ୬୯ ଟଙ୍କା ବଢ଼ିଛି । କେନ୍ଦ୍ର ଦେଉଥିବା ୨୩ ଶହ ଟଙ୍କା ୨୩୬୯ ଟଙ୍କାକୁ ବୃଦ୍ଧି ହୋଇଛି । ଗ୍ରେଡ୍‌ ଏ ଧାନ ପାଇଁ କ୍ବିଣ୍ଟାଲ ପିଛା ୨୩୮୯ ଟଙ୍କା ମିଳିବ । ଜୱାର କ୍ବିଣ୍ଟାଲ ପିଛା MSP ୩୨୮ ଟଙ୍କା ବଢ଼ିଲା । ସେହିପରି ବାଜରା ୧୫୦, ରାଗି ୫୯୬ ଟଙ୍କା ବୃଦ୍ଧିକୁ ଅନୁମୋଦନ ମିଳିଛି । ହରଡ ଡାଲି ୪୫୦ ଓ ମୁଗ ଡାଲି କ୍ବିଣ୍ଟାଲ ପିଛା MSP ୮୬ ଟଙ୍କା ବୃଦ୍ଧି ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
msp-central-government-increases-msp-of-kharif-crops | Argus News