Videos
|
Odisha

ରାଜଧାନୀ ଉପକଣ୍ଠରେ ନିର୍ମାଣ ହେବ ମଲ୍ଟି କ୍ରୀଡ଼ା କମ୍ପ୍ଲେକ୍ସ

Rashmita Mishra
Browse all articles by Rashmita Mishra
·1 year ago
ରାଜଧାନୀ ଉପକଣ୍ଠରେ ନିର୍ମାଣ ହେବ ମଲ୍ଟି କ୍ରୀଡ଼ା କମ୍ପ୍ଲେକ୍ସ

ଅର୍ଗସ ବ୍ୟୁରୋ: ରାଜଧାନୀ ଉପକଣ୍ଠରେ ନିର୍ମାଣ ହେବ ମଲ୍ଟି କ୍ରୀଡ଼ା କମ୍ପ୍ଲେକ୍ସ। 1 ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଏହି କ୍ରୀଡ଼ା ଭିତ୍ତିଭୂମି। ଏହାସହ ଆଗକୁ ପ୍ରତି ଜିଲ୍ଲାରେ ନିର୍ମାଣ ହେବ ଜାତୀୟ ସ୍ତରରେ ଷ୍ଟାଡିୟମ। ବ୍ଲକ ସ୍ତରରେ ବି ଷ୍ଟାଡିୟମ ନିର୍ମାଣ କରିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ଆଜି ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ବ୍ୟାଡମିଣ୍ଟନ ହାଇ ପର୍ଫମାନ୍ସ ସେଣ୍ଟର ଉଦଘାଟନ କାର୍ଯ୍ୟକ୍ରମରେ ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।  ମୋହନ ଚରଣ ମାଝୀ ଆହୁରି ଘୋଷଣା କରିଛନ୍ତି ଚଳିତ ବର୍ଷଠାରୁ ଆରମ୍ଭ ହେବ CM ଟ୍ରଫି ପୁରସ୍କାର । ଫୁଟବଲ, ଅଥଲେଟିକ, ବ୍ୟାଡମିଣ୍ଟନ ପାଇଁ ପ୍ରଦାନ କରାଯିବ ଏହି ପୁରସ୍କାର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Multi-sports complex to be built on the outskirts of the capital | Argus News