Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପଇଡ ତୋଳାକୁ ନେଇ ଘରେ ପଶି ହତ୍ୟା

Swoyang prajna Mishra
Browse all articles by Swoyang prajna Mishra
·1 year ago
ପଇଡ ତୋଳାକୁ ନେଇ ଘରେ ପଶି ହତ୍ୟା

Key Points

ପଇଡ ତୋଳାକୁ ନେଇ ଯୁବକଙ୍କ ନାରକୀୟ କାଣ୍ଡ। ବିଳମ୍ବିତ ରାତିରେ ଘରେ ପଶି ଯୁବକଙ୍କୁ ହାଣି ହତ୍ୟା। ମୃତ ଯୁବକଙ୍କ ନାଁ କୁନା ବେହେରା

ପୁରୀ ମଶାଣିଚଣ୍ଡୀ ମନ୍ଦିର ନିକଟରେ ବିଭତ୍ସ ହତ୍ୟା। ପଇଡ ତୋଳାକୁ ନେଇ ଯୁବକଙ୍କ ନାରକୀୟ କାଣ୍ଡ। ବିଳମ୍ବିତ ରାତିରେ ଘରେ ପଶି ଯୁବକଙ୍କୁ ହାଣି ହତ୍ୟା। ମୃତ ଯୁବକଙ୍କ ନାଁ କୁନା ବେହେରା । କୁନା ଘରେ ଶୋଇଥିବା ବେଳେ ଲିପୁନୁ ଭୋଇ ନାମକ ଯୁବକ ଓ କିଛି ସହଯୋଗୀ ଘରେ ପଶି ମାରଣାସ୍ତ୍ରରେ ହାଣି ହତ୍ୟା କରିଛନ୍ତି। ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ବାସେଳୀସାହି ଥାନା ପୋଲିସ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Murder case in puri | Argus News