ବୀଭତ୍ସ ହତ୍ୟାକାଣ୍ଡ ; ସ୍ତ୍ରୀ, ଶ୍ବଶୁର ମିଶି ଜ୍ବାଇଁକୁ ହତ୍ୟା
·1 year ago

Key Points
ଗୋବିନ୍ଦପୁରରେ ବୀଭତ୍ସ ହତ୍ୟାକାଣ୍ଡ
ସ୍ତ୍ରୀ, ଶ୍ବଶୁର ମିଶି ଜ୍ବାଇଁକୁ ହତ୍ୟା କରିଥିବା ଅଭିଯୋଗ
କାଳିଆ ସେଠୀ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଲାଗି ରହିଥିଲା ଝଗଡ଼ା
ଗଞ୍ଜାମ କବିସୂର୍ଯ୍ୟନଗରର ଗୋବିନ୍ଦ ପୁରରେ ବୀଭତ୍ସ ହତ୍ୟା କାଣ୍ଡ । ସ୍ତ୍ରୀ ଓ ଶ୍ବଶୁର ମିଶି ଜ୍ବାଇଁକୁ ହତ୍ୟା କରିଥିବା ଅଭିଯୋଗ । କାଳିଆ ସେଠୀ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ କାରଣକୁ ନେଇ ବାରମ୍ବାର ଝଗଡା ଲାଗି ରହିଥିଲା ।
ଏନେଇ କବିସୂର୍ଯ୍ୟନଗର ଥାନା ବାଲିଛାଇ ଫାଣ୍ଡିରେ ଦୁଇ ଦୁଇ ଥର ଅଭିଯୋଗ ହୋଇ ଉଭୟଙ୍କ ମଧ୍ୟରେ ସମାଧନ ହୋଇଥିଲା । କବିସୂର୍ଯ୍ୟନଗର ଥାନା ଅଧିକାରୀ ନିରଞ୍ଜନ ଦାସ, ପୁରୁଷୋତ୍ତମପୁର ଏସଡିପିଓ ଦୀପକ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ କରୁଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: