ରାଜଧାନୀରେ ବିଭତ୍ସ ହତ୍ୟା କାଣ୍ଡ , ଯୁବକଙ୍କୁ ଗୋଡାଇ ହାଣିଲେ ଦୁର୍ବୃତ୍ତ
·1 year ago

ଭୁବନେଶ୍ବର : ମଝି ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଘଟଣା ସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସର ଛାନବିନ । ଯୁବକଙ୍କ ପରିଚୟ ଜଣା ପଡିନାହିଁ । ଯୁବକଙ୍କ ଘର କେଉଁଟି କେଉଁ ଅଞ୍ଚଳରେ ତାକୁ ନେଇ ଖୋଳ ତାଡ କରୁଛି ପୋଲିସ ।
ଯୁବକଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ ହଣା ଯାଇଥିବା ସୂଚନା । ମୃତ ଯୁବକଙ୍କ ନାଁ ସହଦେଵ ନାୟକ । ଘର କେଦାର ପ୍ଲଲୀ ବସ୍ତି ଅଞ୍ଚଳରେ ଥିବା ସୂଚନା ମିଳିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: