Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚକା ଫାଟି ଯିବାରୁ ଓଲଟିଲା ମ୍ୟୁଜିକ ପାର୍ଟି ଗାଡ଼ି: ଜଣେ ମୃତ

Ritu Das
Browse all articles by Ritu Das
·1 year ago
ଚକା ଫାଟି ଯିବାରୁ ଓଲଟିଲା ମ୍ୟୁଜିକ ପାର୍ଟି ଗାଡ଼ି: ଜଣେ ମୃତ

ଚକା ଫାଟି ଯିବାରୁ ଓଲଟିଲା ମ୍ୟୁଜିକ ପାର୍ଟି ଗାଡ଼ି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 21ଜଣ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ଦେବଗଡ଼ ବାରକୋଟ ବ୍ଳକ ଆମ୍ବକଟା ୪୯ ଜାତୀୟ ରାଜପଥ ନିକଟରେ। ବରଗଡ଼ ଜିଲ୍ଲା ଡାଙ୍ଗବାହାଳ ଗ୍ରାମର କୁବେର ମ୍ୟୁଜିକ ପାର୍ଟି ୨୨ଜଣିଆ ସଦସ୍ୟ ସହ ବାରକୋଟ ଝରବାହାଳ ଗ୍ରାମକୁ ବିବାହ ଶୋଭାଯାତ୍ରା ପାଇଁ ଆସୁଥିଲା।


ବାରକୋଟ ଥାନା ଆମ୍ବକଟା ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଚକା ଫାଟି ଯିବାରୁ ଓଲଟି ଯାଇଥିଲା ମ୍ୟୁଜିକ ପାର୍ଟିର ୪୦୭ ଗାଡି। ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆହତଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ୩ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Music party vehicle overturns due to broken wheel: One dead | Argus News