Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମା ଙ୍କ ମୁକୁଟ ସହ ଲକ୍ଷାଧିକ ଟଙ୍କା ର ଅଳଙ୍କାର ଲୁଟିନେଲେ ଦୃବୁତ

Odisha

ମା ଙ୍କ ମୁକୁଟ ସହ ଲକ୍ଷାଧିକ ଟଙ୍କା ର ଅଳଙ୍କାର ଲୁଟିନେଲେ ଦୃବୁତ

Rashmita Mishra
Browse all articles by Rashmita Mishra
·1 year ago
ମା ଙ୍କ ମୁକୁଟ ସହ ଲକ୍ଷାଧିକ ଟଙ୍କା ର ଅଳଙ୍କାର ଲୁଟିନେଲେ ଦୃବୁତ

ଅର୍ଗସ ବ୍ୟୁରୋ: ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ମନ୍ଦିରରୁ ଚୋରି । ମା ତାରାତାରିଣୀଙ୍କ ମନ୍ଦିର ଗର୍ଭ ଗୃହରୁ ଚୋରୀ। ବିଳମ୍ଵିତ ରାତିରେ ମନ୍ଦିରରୁ ଚୋରି । ଗର୍ଭ ଗୃହର ଦ୍ୱାର ଭାଙ୍ଗି ମା ଙ୍କ ମୁକୁଟ ସହ ଲକ୍ଷାଧିକ ଟଙ୍କା ର ଅଳଙ୍କାର ଲୁଟିନେଲେ ଦୃର୍ବତ। ପୁରୁଷତ୍ତମ ଥାନା ପୋଲିସର ତଦନ୍ତ ଜାରି ରଖିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
My mother's crown and jewels worth lakhs of rupees are looted | Argus News