Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବୀନ ନାଁକୁ ଥିଲେ ମୁଖିଆ,ଦଳଠୁ ସରକାର ସବୁଠି ଚାଲୁଥିଲା ପାଣ୍ଡିଆନଙ୍କ ହୁକୁମ୍

Sangram Tripathy
Browse all articles by Sangram Tripathy
·1 year ago
ନବୀନ ନାଁକୁ ଥିଲେ ମୁଖିଆ,ଦଳଠୁ ସରକାର ସବୁଠି ଚାଲୁଥିଲା ପାଣ୍ଡିଆନଙ୍କ ହୁକୁମ୍

ଅର୍ଗସ ବ୍ୟୁରୋ:ଦଳରୁ ଇସ୍ତଫା ପରେ ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଖୋଲିଦେଇଛନ୍ତି ବିଜେଡି ଗୁମର। ନବୀନ ନୁହନ୍ତି, କୁଟ୍ଟେ ଓ ଆଶିଷ ସିଂ ବୁଝୁଥିଲେ ବିଜେଡିର ଆଭ୍ୟନ୍ତରୀଣ ବ୍ୟାପାର। କେବଳ ସେତିକି ନୁହେଁ ପର୍ଯ୍ୟବେକ୍ଷକ ନୁହନ୍ତି, IIC ଓ SP ନବୀନ ନିବାସକୁ ଦେଉଥିଲେ ନେତାଙ୍କ ରିପୋର୍ଟ। ପ୍ରଶାସନିକ ଅଧିକାରୀ ବାଣ୍ଟୁଥିଲେ ବିଜେଡି ଟିକେଟ୍। ନବୀନ ନାଁକୁ ଥିଲେ ମୁଖିଆ,ଦଳଠୁ ସରକାର ସବୁଠି ଚାଲୁଥିଲା ପାଣ୍ଡିଆନଙ୍କ ହୁକୁମ୍ ବୋଲି ଏହିଭଳି ବିସ୍ପୋରଣ ବୟାନ ଦେଇଛନ୍ତି ପୂର୍ବତନ ବିଧାୟିକା ସୁନନ୍ଦା ଦାସ । ତେବେ ଏନେଇ ବିଜେଡି ନେତାଏ କୌଣସି ପ୍ରତିକ୍ରିୟା ରଖିନାହାନ୍ତି
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Naveen was the head of the party, Pandian's rule was running everywhere | Argus News