କ୍ଷେତରେ କୀଟପତଙ୍ଗ ନିୟନ୍ତ୍ରଣ ପାଇଁ ନୟାଗଡ ଚାଷୀଙ୍କର ଅଭିନବ ପ୍ରୟାସ

Key Points
ନୟାଗଡ଼ ଚାଷୀଙ୍କର ଅଭିନବ ପ୍ରୟାସ
କ୍ଷେତରେ ଔଷଧ ଛିଞ୍ଚିଲା ଡ୍ରୋନ୍
କୀଟପତଙ୍ଗ ନିୟନ୍ତ୍ରଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ
କୃଷିକୁ ଆଧୁନିକୀକରଣ କରିବା ଦିଗରେ ଏକ ପ୍ରଗତିଶୀଳ ପଦକ୍ଷେପ ନେଇଛନ୍ତି ନୟାଗଡ଼ ଜିଲ୍ଲାର ଚାଷୀମାନେ, ସେମାନଙ୍କ ଫସଲରେ କୀଟପତଙ୍ଗ ନ ଲାଗିବା ପାଇଁ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବା ଆରମ୍ଭ କରିଛନ୍ତି। କିପରି ଭାବରେ ଅଧିକରୁ ଅଧିକ ଫସଲ ଉତ୍ପାଦନ ହେବ ସେନେଇ ଚେଷ୍ଟା କରିଛନ୍ତି । କୀଟପତଙ୍ଗ ନିୟନ୍ତ୍ରଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ହୋଇ ରହିଛି। କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଏହିପରି ପ୍ରଦର୍ଶନ କରିଛନ୍ତି ।
For effective management of stem borer in rice crop, a drone spraying demonstration was organized by KVK, Nayagarh. The demonstration covered 6 hectares in Natugaon GP, Nayagarh. This modern technique helps protect crops efficiently with less time and labor. pic.twitter.com/5I0KZOhIWU
— କୃଷି ବିଭାଗ, ଓଡ଼ିଶା (@krushibibhag) September 15, 2025
📱 Get Argus News App
✨ନୟାଗଡର କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ଆୟୋଜିତ ଏକ ଡ୍ରୋନ୍ ସିଞ୍ଚନ ପ୍ରଦର୍ଶନର କରାଯାଇଛି। ନାଟୁଗାଁ ଗ୍ରାମ ପଞ୍ଚାୟତରେ ଛଅ ହେକ୍ଟରରୁ ଅଧିକ ଜମିରେ ଆୟୋଜିତ ଏହି ପ୍ରଦର୍ଶନ, ଧାନ ଫସଲରେ କାଣ୍ଡ ବିନ୍ଧା ପୋକ ନ ଲାଗିବା ପାଇଁ ଡ୍ରୋନକୁ ବ୍ୟବହାର କରାଯାଇଛି ।