Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନିର୍ଦ୍ଧାରିତ ସମୟରେ ହେବ NEET-PG ପରୀକ୍ଷା

Odisha

ନିର୍ଦ୍ଧାରିତ ସମୟରେ ହେବ NEET-PG ପରୀକ୍ଷା

Smruti Parija
Browse all articles by Smruti Parija
·1 year ago
ନିର୍ଦ୍ଧାରିତ ସମୟରେ ହେବ NEET-PG ପରୀକ୍ଷା

ଅର୍ଗସ ବ୍ୟୁରୋ: ନିର୍ଦ୍ଧାରିତ ସମୟରେ ହେବ NEET-PG ପରୀକ୍ଷା । ସୁପ୍ରମକୋର୍ଟ ସ୍ଥଗିତ ଆବେଦନ ଖାରଜ କରିଛନ୍ତି । 5 ଜଣ ଆବେଦନକାରୀଙ୍କ ପାଇଁ ୨ ଲକ୍ଷ ଶିକ୍ଷାର୍ଥୀଙ୍କ କ୍ୟାରିୟରକୁ ବିପଦ ମୁହଁକୁ ଠେଲି ଦେବା ଉଚିତ୍ ହେବ ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ । ପୂର୍ବ ଘୋଷଣା ଅନୁସାରେ ରବିବାର ହେବ NEET-PG ପରୀକ୍ଷା । ପରୀକ୍ଷା ଘୁଞ୍ଚାଇ ଦେବାକୁ ଆବେଦନ କରିଥିଲେ 5 ଜଣ ଛାତ୍ର ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
NEET-PG exam will be held on scheduled time | Argus News