Videos
|
Odisha

ତ୍ରିଶୂଳିଆରୁ ବିମାନ ବନ୍ଦର ପର୍ଯ୍ୟନ୍ତ ଭାଏବୁଲ ହେଉନଥିବାରୁ ନୂଆ ଡିପିଆର ପ୍ରସ୍ତୁତ

Banajyotshna Ray
Browse all articles by Banajyotshna Ray
·1 year ago
ତ୍ରିଶୂଳିଆରୁ ବିମାନ ବନ୍ଦର ପର୍ଯ୍ୟନ୍ତ ଭାଏବୁଲ ହେଉନଥିବାରୁ ନୂଆ ଡିପିଆର ପ୍ରସ୍ତୁତ

Key Points

ବଦଳିବ ମେଟ୍ରୋ ଡିପିଆର

ତ୍ରିଶୂଳିଆରୁ ବିମାନ ବନ୍ଦର ପର୍ଯ୍ୟନ୍ତ ଭାଏବୁଲ ହେଉନଥିବାରୁ ନୂଆ ଡିପିଆର ପ୍ରସ୍ତୁତ

ବଦଳିବ ମେଟ୍ରୋ ଡିପିଆର। ତ୍ରିଶୂଳିଆରୁ ବିମାନ ବନ୍ଦର ପର୍ଯ୍ୟନ୍ତ ଭାଏବୁଲ ହେଉନଥିବାରୁ ନୂଆ ଡିପିଆର ପ୍ରସ୍ତୁତ କରାଯିବ। ମେଟ୍ରୋ ରୁଟ୍ କଣ ରହିବ, କେଉଁ ପର୍ଯ୍ୟନ୍ତ ଯିବ ସେ ସବୁ କଥା ନେଇ ଦୁଇ ତିନି ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। କେମିତି ହେଲେ ଭଲ ହେବ ସେ ନେଇ ଉଚ୍ଚସ୍ତରୀୟ ବୈଠକ ବସିବ। ପୂର୍ବରୁ ଦୁଇଟି ବୈଠକ ଶେଷ ହୋଇଥିବା ବେଳେ ଖୁବଶୀଘ୍ର ଆଉ ଏକ ବୈଠକ ବସିବ। ସରକାରଙ୍କ ବର୍ଷେ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଏ ନେଇ ବଡ ଘୋଷଣା କରି ପାରନ୍ତି ବୋଲି ସୂଚନା ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
new-dpr-prepared-as-no-road-is-being-built-from-trishuliya-to-the-airport | Argus News