Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Khimji New Showroom In Angul / ନୂଆ ଶୋରୁମ୍ ଦେଲା ବଡ଼ ଅଫର ! ଜାଣନ୍ତୁ...

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·2 min read
ନୂଆ ଶୋରୁମ୍ ଦେଲା ବଡ଼ ଅଫର ! ଜାଣନ୍ତୁ...

Key Points

ମୁଖ୍ୟ ଅତିଥି ଭାବରେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଖିମଜି ପରିଚାଳନା ନିର୍ଦ୍ଦେଶକ ମିତେସ ଖୀମଜି, ନିର୍ଦ୍ଦେଶକ ସୁମିତ୍ ଖିମିଜି ଓ ପରିବାର ବର୍ଗଙ୍କ ଉପସ୍ଥିତିରେ ସୋରୁମର ଉଦଘାଟନ ହୋଇଛି । ସହରର ଶଙ୍କର ସିନେମା ରୋଡଠାରେ "ଖିମଜୀ” ଜୁଏଲର୍ସର ଏହା ଦଶମ ବଡ଼ ସୋରୁମ୍ ।

ଓଡ଼ିଶାର ସୁନା ଅଳଙ୍କାରର ସବୁଠାରୁ ବିଶ୍ୱସ୍ତ ବ୍ରାଣ୍ଡ ଖିମଜି ଜୁଏଲର୍ସ ଅନୁଗୁଳରେ ପ୍ରବେଶ କରିଛି । ୬୦୦୦ ବର୍ଗ ଫୁଟର ଭବ୍ୟ ଶୋରୁମ୍‌ ଅନୁଗୁଳର ସବୁଠାରୁ ବଡ଼ ଶୋରୁମ୍ । ଅନୁଗୁଳରେ ଖିମଜିର ଏହା ଦଶମ ଶୋରୁମ୍ । ଖିମଜୀ ସୁନା, ହୀରା, ପ୍ଲାଟିନମ୍ ଏବଂ ରୂପା ଅଳଙ୍କାରର ଏକ ବିସ୍ତୃତ ଏବଂ ବ୍ୟାପକ ସଂଗ୍ରହ ସହିତ ଫ୍ୟାଶନ୍ ଜୁଏଲାରୀ ଏବଂ କର୍ପୋରେଟ୍ ଉପହାରର ଭେଟି ଦେଇଛି ଅନୁଗୋଳବାସୀଙ୍କୁ ।

ମୁଖ୍ୟ ଅତିଥି ଭାବରେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଖିମଜି ପରିଚାଳନା ନିର୍ଦ୍ଦେଶକ ମିତେସ ଖୀମଜି, ନିର୍ଦ୍ଦେଶକ ସୁମିତ୍ ଖିମିଜି ଓ ପରିବାର ବର୍ଗଙ୍କ ଉପସ୍ଥିତିରେ ସୋରୁମର ଉଦଘାଟନ ହୋଇଛି । ସହରର ଶଙ୍କର ସିନେମା ରୋଡଠାରେ "ଖିମଜୀ” ଜୁଏଲର୍ସର ଏହା ଦଶମ ବଡ଼ ସୋରୁମ୍ ।

ନୂତନ ଶୋରୁମ୍ ଉଦ୍‌ଘାଟନ ଅବସରରେ ଆକର୍ଷଣୀୟ ଉଦଘାଟନୀ ଅଫର୍ ଘୋଷଣା କରିଛି ଖିମଜୀ । ଯେଉଁଥିରେ ଗ୍ରାହକମାନେ ସୁନା ଅଳଙ୍କାରରେ ଗଢ଼ା ମଜୁରିରେ ୫୦% ରିହାତି, ହୀରାରେ ୨୦% ପର୍ଯ୍ୟନ୍ତ ରିହାତି, ରୂପା ଓଜନ ବସ୍ତୁର ଗଢ଼ା ମଜୁରିରେ ୨୫% ରିହାତି, ରୂପା ଏବଂ ଫ୍ୟାଶନ୍ ଜୁଏଲାରୀ MRPରେ ୧୫% ରିହାତି ଏବଂ କଳାକୃତି (ଆର୍ଟେଫ୍ୟାକ୍ସସ) ଉପରେ ୧୦% ରିହାତି ପାଇବେ । ୧୯୩୬ରୁ ଆରମ୍ଭ ହୋଇଥିବା ଖିମଜୀ ଜୁଏଲର୍ସକୁ ଭୁବନେଶ୍ଵରରେ ଚାରୋଟି ଶୋରୁମ୍ ପରେ କଟକ, ରାଉରକେଲା, ବ୍ରହ୍ମପୁର, ପୁରୀ, ଝାରସୁଗୁଡ଼ା ଏବଂ ଆଜି ଅନୁଗୋଳରେ ଖିମଜୀ ପ୍ରବେଶ କରିଛି । ଯାହାକୁ ନେଇ ଗ୍ରାହକ ଙ୍କ ମନରେ ଉତ୍ସାହ ।

ଆଧୁନିକ ଡିଜାଇନ୍ ଏବଂ ଭବ୍ୟ ପରିବେଶ ସହିତ ଏହି ଶୋରୁମ୍ ଗ୍ରାହକ ମାନଙ୍କୁ ଅବିସ୍ମରଣୀୟ ଅଳଙ୍କାର କ୍ରୟ ଅନୁଭୂତି ପ୍ରଦାନ କରିବ ବୋଲି କମ୍ପାନୀର ଆଶା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Khimji New Showroom In Angul | New showroom offers great offers! Find out... | Argus News