Census Work Time / ସରକାରଙ୍କ ବଡ଼ ନିୟମ: ବଦଳାଇଦେଲେ ଜନଗଣନା ନିୟମ, ଜାଣନ୍ତୁ କାରଣ ?
·4 months ago·2 min read

Key Points
ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି 11 ଟାରୁ 3 ଟା ଜନଗଣନା କରିବେନି ଅଧିକାରୀ
ଅଧିକାରୀଙ୍କ ସମସ୍ୟାକୁ ନେଇ ରାଜସ୍ୱ ସଚିବ ଓ ଜନଗଣନା ଅଧିକାରୀଙ୍କ ସହ ରାଜସ୍ବ ମନ୍ତ୍ରୀଙ୍କ ବୈଠକ

ଜନଗଣନା ବେଳେ ଅଧିକାରୀଙ୍କ ସମସ୍ୟାକୁ ନେଇ ରାଜସ୍ବ ସଚିବ ଓ ଜନ ଗଣନା ଅଧିକାରୀଙ୍କ ସହ ରାଜସ୍ୱ ମନ୍ତ୍ରୀଙ୍କ ବୈଠକ। ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି 11 ଟାରୁ 3 ଟା ଜନ ଗଣନା କରିବେନି ଅଧିକାରୀ । 11 ରୁ 3 ଟା ଯାଏଁ ଜନ ଗଣନା ସ୍ଥଗିତ ରଖିବା ପାଇଁ ଜିଲ୍ଲପାଳଙ୍କୁ ନିର୍ଦ୍ଧେଶ। ଯେଉଁମାନେ ଏହି କାମରେ ନିୟୋଜିତ ହୋଇଛନ୍ତି ସେମାନଙ୍କ ପ୍ରାଥମିକ ଆବଶ୍ୟକତା ମନିଟରିଙ୍ଗ କରିବେ ଜିଲ୍ଲପାଳ। ଜନଗଣନା ଅଧିକାରୀଙ୍କ ସୁରକ୍ଷା ପାଇଁ ଗୃହ ବିଭାଗ ସହ ଆଲୋଚନା ହୋଇଛି ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ। ଅପରାଧୀ ଓ ଗ୍ରୀଷ୍ମ ପ୍ରବାହ ଠାରୁ ସୁରକ୍ଷା ପାଇଁ ଜିଲ୍ଲପାଳଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ଯେଉଁ ଶିକ୍ଷକ ଏହି କାମରେ ନିୟୋଜିତ ଅଛନ୍ତି ସ୍କୁଲରେ ଶିକ୍ଷା ଦାନ ଓ ମିଡ଼ ମିଲ ପ୍ରଭାବିତ ହେବ ନାହିଁ ଧ୍ୟାନ ଦେବେ। ଏହି କାର୍ଯ୍ୟରେ 312 ଜଣ ଚାର୍ଜ ଅଫିସର ସହ ଏକ ଲକ୍ଷ ଅଧିକାରୀ ଜନ ଗଣନା ରେ ନିୟୋଜିତ ଅଛନ୍ତି | ଅଧିକାଂଶ ଶିକ୍ଷକ ନିୟୋଜିତ ଅଛନ୍ତି। ଯେଉଁ ବ୍ୟକ୍ତି ଜନ ଗଣନା କାର୍ଯ୍ୟରେ ଦେହାନ୍ତ ଖବର ଆସୁଛି ଘର ଲୋକ ପୋଷ୍ଟ ମଟମ କରିନାହାନ୍ତି । ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଛୁ ।''
ରାଜ୍ୟରେ ଚାଲିଛି ଜନଗଣନା । ଘରକୁ ଘର ବୁଲି ଜନଗଣନା କରୁଛନ୍ତି ଜନଗଣନା ଅଧିକାରୀ । କିନ୍ତୁ ଏହି ଜନଗଣନା ସମୟରେ ଘଟୁଛି ଅଭାବନୀୟ ଘଟଣା । ଏମିତିକି ମିଛ ଜନଗଣନା ଅଧିକାରୀର ପରିଚୟ ଦେଇ ଅନେକ ଲୁଟପାଟ ବି କରୁଛନ୍ତି । ଏହାସହ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ରାଜ୍ୟବାସୀ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି।
ଏହାସହ ରାଜ୍ୟରେ ଚାଲିଥିବା ପ୍ରଥମ ପର୍ଯ୍ୟାୟ ଜନଗଣନା (ହାଉସଲିଷ୍ଟିଂ ଓ ହାଉସିଂ ସେନସସ୍) କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାର ଗମ୍ଭୀର ହୋଇଛନ୍ତି । ଗତ କିଛି ଦିନ ମଧ୍ୟରେ କାର୍ଯ୍ୟରତ ଗଣନାକାରୀଙ୍କ ସମ୍ପର୍କରେ ଆସିଥିବା ଦୁଃଖଦ ଖବର ପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଜରୁରୀ ନିର୍ଦ୍ଦେଶନାମା ଜାରି କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: କେଉଁଠି ହୃଦ୍ଘାତ, କେଉଁଠି ନିଖୋଜ; ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ସରକାରଙ୍କ କଡ଼ା ନିର୍ଦ୍ଦେଶ
ସେପଟେ ଏପ୍ରିଲ ୧୬ରୁ ଆରମ୍ଭ ହୋଇଥିବା ଏହି ଗଣନା ପ୍ରକ୍ରିୟା ଆସନ୍ତା ମେ ୧୫ ପର୍ଯ୍ୟନ୍ତ ଚାଲିବ । ତେବେ ଏହି ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସିଥିବା ଘଟଣାଗୁଡ଼ିକ ଚିନ୍ତା ବଢ଼ାଇଛି । ସୋନପୁର ଜିଲ୍ଲାରେ ଜଣେ ଗଣନାକାରୀ କାର୍ଯ୍ୟରୁ ଫେରିବା ପରେ ହୃଦଘାତରେ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ସେହିଭଳି ମୟୂରଭଞ୍ଜ ଜିଲ୍ଲାରେ ଜଣେ ମହିଳା ଗଣନାକାରୀ ନିଖୋଜ ଅଛନ୍ତି । ବାଲେଶ୍ୱରରୁ ଦୁର୍ଘଟଣା ଓ ହିଟ୍ଷ୍ଟ୍ରୋକ୍ (ଅଂଶୁଘାତ) ସମ୍ବନ୍ଧୀୟ ତିନୋଟି ମାମଲା ଏବଂ ରାଉରକେଲାରୁ ଗୋଟିଏ ଦୁର୍ଘଟଣାଜନିତ ଖବର ମିଳିଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics
Explore more stories