Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨୦୨୯ ସୁଦ୍ଧା ଭୂମିହୀନ ରହିବେନି ରାଜ୍ୟରେ କୌଣସି ବ୍ୟକ୍ତି

Rashmita Mishra
Browse all articles by Rashmita Mishra
·1 year ago
୨୦୨୯ ସୁଦ୍ଧା ଭୂମିହୀନ ରହିବେନି ରାଜ୍ୟରେ କୌଣସି ବ୍ୟକ୍ତି

ଅର୍ଗସ ବ୍ୟୁରୋ: ୨୦୨୯ ସୁଦ୍ଧା ଭୂମିହୀନ ରହିବେନି ରାଜ୍ୟରେ କୌଣସି ବ୍ୟକ୍ତି । ସବୁ ଭୂମିହୀନଙ୍କୁ ପଟ୍ଟା ଯୋଗାଇ ଦେବେ ରାଜ୍ୟ ସରକାର । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଦେଇଛନ୍ତି । ପ୍ରାଥମିକତା ଭିତ୍ତିରେ ଦିବ୍ୟାଙ୍ଗଙ୍କୁ ଦିଆଯିବ ଘରଡିହ ପଟ୍ଟା । ଜମି ସହ ଯୋଗାଇ ଦିଆଯିବ ପ୍ରଧାନମନ୍ତ୍ରୀ ଆବାସ ଓ ଅନ୍ୟାନ୍ୟ ସରକାରୀ ସୁବିଧା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
No one in the state will be homeless by 2029. | Argus News