|
logo
Live
Argus News App
GET APP

Argus News - ଦଳରେ ମୋର ଆବଶ୍ୟକତା ନଥିଲା- ବିଜୟ ପଟ୍ଟନାୟକ

Odisha

ଦଳରେ ମୋର ଆବଶ୍ୟକତା ନଥିଲା- ବିଜୟ ପଟ୍ଟନାୟକ

Smruti Parija
Browse all articles by Smruti Parija
·1 year ago
ଦଳରେ ମୋର ଆବଶ୍ୟକତା ନଥିଲା- ବିଜୟ ପଟ୍ଟନାୟକ

ଅର୍ଗସ ବ୍ୟୁରୋ: କଂଗ୍ରେସ ଛାଡିଲେ ବିଜୟ ପଟ୍ଟନାୟକ । ମେଲ୍ ଯୋଗେ AICCକୁ ଇସ୍ତଫା ପତ୍ର ପଠାଇଲେ ବିଜୟ ପଟ୍ଟନାୟକ । ଦଳ ଛାଡିବା ପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ମୁଁ ଅନୁଭବ କଲି ଦଳରେ ମୋର କୌଣସି ଆବଶ୍ୟକତା ନାହିଁ । ଦଳରେ ମୋର କିଛି ପ୍ରେଷ୍ଟିଜ୍ ନାହିଁ କି ସ୍ଥାନ ନାହିଁ । ସେଥିପାଇଁ ଦଳ ଛାଡିଲି । ଏହାସହ କହିଛନ୍ତି ଅନ୍ୟ ଦଳକୁ ଯିବାର ନାହିଁ । ଲୋକଙ୍କ ପାଖକୁ ଯିବି, ଲୋକଙ୍କ ସେବା କରିବି । 

 


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଦଳରେ ମୋର ଆବଶ୍ୟକତା ନଥିଲା- ବିଜୟ ପଟ୍ଟନାୟକ | Argus News