Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମା' ସମଲେଶ୍ଵରୀଙ୍କ ପାଇଁ ଧାର୍ଯ୍ୟ ଲଗ୍ନ: ଏହି ସମୟରେ ଲାଗିହେବ ନବାନ୍ନ

Rashmita Mishra
Browse all articles by Rashmita Mishra
·11 months ago
ମା' ସମଲେଶ୍ଵରୀଙ୍କ ପାଇଁ ଧାର୍ଯ୍ୟ ଲଗ୍ନ: ଏହି ସମୟରେ ଲାଗିହେବ ନବାନ୍ନ

Key Points

ବାହାରିଲା ମା ସମଲେଶ୍ୱରୀଙ୍କ ନୂଆଁଖାଇ ଲଗ୍ନ
ଆସନ୍ତା ୨୮ ତାରିଖ ସକାଳ… ମଧ୍ୟରେ ଲଗ୍ନ ଧାର୍ଯ୍ୟ
ସମଲେଶ୍ବରୀଙ୍କ ପାଖରେ ଲାଗିହେବ ନବାର୍ଣ୍ଣ
ମା ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ର ଅନୁସାରେ ବାହାରିଲା ଲଗ୍ନ

ବଡ଼ ଜଗନ୍ନାଥ ମନ୍ଦିର ମୁକ୍ତି ମଣ୍ଡପରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ । ପଣ୍ଡିତ ମହାସଭାରେ ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ । ୨୮ ତାରିଖ ତୁଳା ଲଗ୍ନରେ ୧୧ଟା ୯ରୁ ୧୧ଟା ୨୩ ଯାଏଁ ଶୁଭ ଲଗ୍ନ ବାହାରିଛି । ୧୦ଟାରୁ ୧୦ଟା ୫୦ ମଧ୍ୟରେ ବାହାରିବ ପାହୁର ଯାତ୍ରା । ଲଗ୍ନ ଅନୁସାରେ ସୋନପୁର ଗଡ଼ଜାତ ଅଧିବାସୀ ଖାଇବେ ନବାନ୍ନ ।

ଅଧିକ ପଢନ୍ତୁ: ପବିତ୍ର ଦଶହରା ପର୍ବ ପାଇଁ କଟକ ସହରରେ ପ୍ରସ୍ତୁତି ଆରମ୍ଭ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Nuakhai 2025 Date Fixed for Maa Samaleswari Festival in Sambalpur | Argus News