Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - 1.32 ଲକ୍ଷ ସହ ଧରାପଡ଼ିଲେ ନୂଆପଡ଼ା MVI

Odisha

1.32 ଲକ୍ଷ ସହ ଧରାପଡ଼ିଲେ ନୂଆପଡ଼ା MVI

Smruti Parija
Browse all articles by Smruti Parija
·1 year ago
1.32 ଲକ୍ଷ ସହ ଧରାପଡ଼ିଲେ ନୂଆପଡ଼ା MVI

ନୂଆପଡା: 1.32 ଲକ୍ଷ ସହ ଧରାପଡ଼ିଲେ ନୂଆପଡ଼ା MVI । ଭିଜିଲାନ୍ସ ଜାଲରେ ନୂଆପଡ଼ା MVI ବିଜୟ ବେହୁରିଆ । ଗାଡ଼ିରେ ଲକ୍ଷେ 32 ହଜାର ନେଇ ଯାଉଥିବାବେଳେ ଧରାପଡ଼ିଲେ । MVIଙ୍କୁ ଖୋର୍ଦ୍ଧା ହସ୍ପିଟାଲ୍ ସ୍କୋୟାରରୁ ଧରିଲା ଭିଜିଲାନ୍ସ ଟିମ୍ । ନଗଦ କ୍ୟାସ୍ ଧରି ନୂଆପଡ଼ାରୁ ଭୁବନେଶ୍ଵର ଆସୁଥିଲେ MVI । 

ଜବତ ଟଙ୍କାର ଉତ୍ସ ନେଇ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଘରୋଇ ଗାଡ଼ି ଓ 1 ଲକ୍ଷ 32 ହଜାର ଟଙ୍କା ଜବତ ହୋଇଛି । ଜବତ ଟଙ୍କା ପିସି ଆକାରରେ ଆଦାୟ ହୋଇଥିବା ସନ୍ଦେହ । MVI ବିଜୟ ବେହୁରିଆଙ୍କୁ ଅଟକ ରଖି ଭିଜିଲାନ୍ସର ପଚରାଉଚରା । MVIଙ୍କ 5ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Nuapada MVI Bijay Behuria nabbed by Vigilance with Rs 1.32 lakh cash | Argus News