Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମେ 14ରେ ହେବ ଆନ୍ଥ୍ରୋପୋଲୋଜି ପରୀକ୍ଷା

Smruti Parija
Browse all articles by Smruti Parija
·1 year ago
ମେ 14ରେ ହେବ ଆନ୍ଥ୍ରୋପୋଲୋଜି ପରୀକ୍ଷା

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା । 14 ମେ ରେ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ କଲା opsc । ଉଭୟ ପ୍ରଥମ ଓ ଦ୍ୱିତୀୟ ପେପର୍ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ହୋଇଛି । ସାନି ପରୀକ୍ଷା ନେଇ OPSC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।


OCS ମେନ୍ ଏକ୍ସାମ୍ ରେ ଆନ୍ଥ୍ରୋପୋଲୋଜି ପରୀକ୍ଷାରେ ବଡ ତ୍ରୁଟି ହୋଇଥିଲା । ପ୍ରଥମ ପେପର୍ ରେ ଦ୍ୱିତୀୟ ପେପର୍ ପ୍ରଶ୍ନ, ଆଉ ଦ୍ୱିତୀୟ ପେପର୍ ରେ ଆସିଥିଲା ପ୍ରଥମ ପେପର୍ ପ୍ରଶ୍ନ । ଫଳରେ ପରୀକ୍ଷାର୍ଥୀ ପ୍ରବଳ ଅସନ୍ତୋଷ ଝାଡିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଗତ ମାର୍ଚ୍ଚ 30ରେ OPSC ଦ୍ୱାରା ହୋଇଥିବା SDIPRO ପରୀକ୍ଷାରେ ମଧ୍ୟ ସମାନ ତ୍ରୁଟି ହୋଇଥିଲା । 100 ନମ୍ବର ପରିବର୍ତ୍ତେ 94 ମାର୍କର ହୋଇଥିଲା ପରୀକ୍ଷା । ଯାହାକୁ ନେଇ ପରୀକ୍ଷାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ ।

Sponsored
ocs-anthropology-exam-will-be-held-again-on-14th-may | Argus News