Odisha Crime News / ଉତ୍ତରାଖଣ୍ଡରେ ଓଡ଼ିଆ ଝିଅକୁ ବୀଭତ୍ସ ହତ୍ୟା
·8 months ago·2 min read

Key Points
ଉତ୍ତରାଖଣ୍ଡରେ ଓଡ଼ିଆ ଝିଅକୁ ବୀଭତ୍ସ ହତ୍ୟା । ମୃତକ ରାୟଗଡା ଜିଲ୍ଲା ଜେକେପୁର ଅଞ୍ଚଳର ୨୩ ବର୍ଷୀୟା ସୃଷ୍ଟି ଶର୍ମା । ହତ୍ୟା କରି ଇଟା ଓ ପଥର ବାନ୍ଧି ସ୍ଥାନୀୟ ବାଡୋର ନଦୀରେ ମୃତଦେହ ଫିଙ୍ଗି ଦେଇଥିଲା ଘର ମାଲିକ ପୁଅ।
ଉତ୍ତରାଖଣ୍ଡରେ ଓଡ଼ିଆ ଝିଅକୁ ବୀଭତ୍ସ ହତ୍ୟା । ମୃତକ ରାୟଗଡା ଜିଲ୍ଲା ଜେକେପୁର ଅଞ୍ଚଳର ୨୩ ବର୍ଷୀୟା ସୃଷ୍ଟି ଶର୍ମା । ହତ୍ୟା କରି ଇଟା ଓ ପଥର ବାନ୍ଧି ସ୍ଥାନୀୟ ବାଡୋର ନଦୀରେ ମୃତଦେହ ଫିଙ୍ଗି ଦେଇଥିଲା ଘର ମାଲିକ ପୁଅ। ନଦୀରୁ ମୃତଦେହ ଉଦ୍ଧାର କଲା ପୋଲିସ। ଗତ ୬ ମାସ ହେଲା ମୃତ ଯୁବତୀ ଉତ୍ତରାଖଣ୍ଡର ଲାଲପୁରରେ ଏକ ଘରୋଇ କମ୍ପାନୀରେ ଇଣ୍ଟର୍ଣ୍ଣସିପ୍ କରୁଥିଲେ।
ଏହାସହ ପଢ଼ନ୍ତୁ: ଡେମୋ ଦେଖାଇବା ବେଳେ ଦୌଡ଼ିଲା ପୀତବାସଙ୍କୁ ଗୁଳି କରିଥିବା କୁରୁପତି ଭୂୟାଁ !
ସେଠାରେ ସେ କାମେଶ୍ବର ସିଂ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଭଡାରେ ରହୁଥିଲେ । ଘର ମାଲିକଙ୍କ ପୁଅ ଅମିତ କୁମାର ତାଙ୍କୁ ହତ୍ୟା କରିଥିବା ନେଇ ଲାଲପୁର ପୋଲିସ ସ୍ପଷ୍ଟ କରିଛି । ଗତ ମଙ୍ଗଳବାର ପରିବାର ଲୋକେ ସୃଷ୍ଟିକୁ ଫୋନରେ ଯୋଗାଯୋଗ କରିବାରୁ କୌଣସି ଉତ୍ତର ମିଳିନଥିଲା। ସୃଷ୍ଟିଙ୍କ ସଂପର୍କୀୟ ବୁଧବାର ଲାଲପୁରରେ ପହଞ୍ଚିଥିଲେ।
ସେଠାରେ ଖୋଜାଖୋଜି ପରେ କୌଣସି ପତ୍ତା ନମିଳିବାରୁ ସେମାନେ ସ୍ଥାନୀୟ ପୋଲିସରେ ନିଖୋଜ ଅଭିଯୋଗ ଦାଖଲ କରିଥିଲେ। ପରେ ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ଘର ମାଲିକ ପୁଅ ଅମିତକୁ ପଚରାଉଚରା କରିବା ପରେ ସେ ହତ୍ୟା କରିଥିବା ସ୍ବୀକାର କରିଥିଲା । ଅନ୍ୟପଟେ ଆଜି ମୃତ ସୃଷ୍ଟିଙ୍କ ପରିବାର ଲୋକେ ଉତ୍ତରାଖଣ୍ଡ ଅଭିମୁଖେ ଯାଇଛନ୍ତି।
ଏହାସହ ପଢ଼ନ୍ତୁ: ଭଗବାନ ଏମିତି ଦୁଃଖ କାହାକୁ ନଦିଅନ୍ତୁ
ସ୍ୱାମୀକୁ ଝୁରି ଝୁରି ଜୀବନ ହାରିଲା ସ୍ତ୍ରୀ। ରାଜଧାନୀରେ ବିଷ ପିଇ ଜୀବନ ହାରିଲେ ୨୯ ବର୍ଷୀୟା ମହିଳା ହୋମଗାର୍ଡ । ଚନ୍ଦ୍ରଶେଖରପୁର ମଣ୍ଡପ ବସ୍ତି ଆପାର୍ଟମେଣ୍ଟରେ ବିଷ ପିଇ ଆତ୍ମହତ୍ୟା। ମାନସିକ ଦୁଶ୍ଚିନ୍ତାରୁ ବିଷ ପିଇ ଆତ୍ମହତ୍ୟା କରିଥିବା କହିଲେ ପରିବାର ଲୋକ । ସେପଟେ ପରିବାରକୁ ସହାୟତା ଦେବାକୁ ଦାବି କରିଛି ହୋମଗାର୍ଡ ସଂଘ ।
ମଥାର ସୁହାଗ ଉଜୁଡି ଯିବା ପରେ ଆଉ କାହା ଭରସାରେ ଦିନ କାଟିବ । ଜୀବନ ସାଥି ଯେବେ ଅଧା ବାଟରୁ ହାତ ଛାଡ଼ି ଚାଲିଯାଇଛି, ସେତେବେଳେ କାହା ଆଶାରେ କାଟିବ ବାକି ଜୀବନ । ସ୍ୱାମୀଙ୍କ ବିଚ୍ଛେଦ ସହି ନପାରି ଗୋଟେ ସ୍ତ୍ରୀ ଜୀବନର ସବୁଠୁ ଚରମ ନିଷ୍ପତ୍ତି ନେଇଛି। ବିଷ ପିଇ ଶେଷ କରିଦେଇଛି ଜୀବନ। ରାଜଧାନୀ ଭୁବନେଶ୍ୱରରୁ ସାମ୍ନାକୁ ଆସିଥିବା ଏହି ଖବର ଶୁଣିଲେ ଛାତି କୋରି ହୋଇଯାଉଛି। ଆଖି ଆପେ ଆପେ ଜକେଇ ଦେଉଛି।
ମଣ୍ଡପ ବସ୍ତିରେ ରହୁଥିବା ସୁଜାତା ଏଇ ତିନି ମାସ ତଳେ ଚନ୍ଦ୍ରଶେଖର ପୁର ଥାନାରେ ମହିଳା ହୋମ ଗାର୍ଡ ଭାବେ ନିଯୁକ୍ତ ହୋଇଥିଲେ । ୭ ମାସ ତଳେ ସ୍ବାମୀଙ୍କ ମୃତ୍ୟୁ ତାଙ୍କୁ ଭିତରୁ ହିଁ ଭାଙ୍ଗି ଦେଇଥିଲା। ଉପରକୁ ଯେତେ ଟାଣ ଦେଖେଇ ହେଲେ ବି ମନର ଗଭୀର କ୍ଷତ ଘୋଡ଼ାଇ ରଖୁଥିଲେ ସୁଜାତା। ନା କାହାକୁ କହି ପାରୁଥିଲେ ନା ସହି ପାରୁଥିଲେ। ଏମିତିରେ ହଠାତ ଯେ ସେ ଏମିତି ଚରମ ପଦକ୍ଷେପ ନେବେ କେହି ବିଶ୍ୱାସ କରିପାରୁନାହାନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories