Odias in Middle East Crisis / ଯୁଦ୍ଧ ପାଇଁ ବିଭିନ୍ନ ଦେଶରେ ଫସିଛନ୍ତି ହଜାର ହଜାର ଓଡ଼ିଆ, ସହଯୋଗ ଦେବାକୁ ସରକାରଙ୍କ ଉଦ୍ୟମ
·4 months ago·2 min read

Key Points
ମଧ୍ୟପ୍ରାଚ୍ୟ ଯୁଦ୍ଧରେ ପ୍ରଭାବିତ ଓଡ଼ିଆ
ବିଭିନ୍ନ ଦେଶରେ ଫସି ରହିଛନ୍ତି ହଜାର ହଜାର ଓଡ଼ିଆ
ଫେରାଇ ଆଣିବାକୁ ଉଦ୍ୟମ କରୁଛନ୍ତି ସରକାର

ମଧ୍ୟପ୍ରାଚ୍ୟ ଯୁଦ୍ଧରେ ପ୍ରଭାବିତ ବିଭନ୍ନ ଦେଶରେ ହଜାର ହଜାର ଓଡ଼ିଆ ରହିଛନ୍ତି । ଏବେ ସେମାନଙ୍କୁ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି । ସେମାନଙ୍କୁ ବାହାରକୁ ନବାହାରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି । ଭାରତୀୟ ଦୂତାବାସ ସମ୍ପର୍କରେ ରହିବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି।
ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଦୁବାଇରେ ଘନଘନ ଡ୍ରୋନ୍, ମିସାଇଲ୍ ମାଡ଼ ହେଉଛି। ଘନଘନ ମିସାଇଲ୍ ମାଡ଼ରେ କାନ ଫାଟୁଥାଏ । ଘର ଦ୍ଵାର ଥରୁଥିଲା। ଆକାଶରେ କେବଳ ନିଆଁ ଆଉ ଧୂଆଁ ଦେଖିବାକୁ ମିଳୁଥୁଲା ତା’ ନିକଟରେ ଆମେ ରହିଛୁ। କେତେ ବେଳେ କଣ ଘଟିବ କିଛି ଆମେ ଜାଣିପାରୁନୁ ବୋଲି କହିଛନ୍ତି ଗଜପତି ଜିଲ୍ଲା ଗୋଷାଣୀର ସୁଧିର ପଣ୍ଡା। ଗଜପତି ଜିଲ୍ଲାର ଅନେକ ଲୋକ ସେଠାରେ ରହୁଥିବା ବେଳେ ଫେରିବାକୁ ଚାହୁଁଥିଲେ ମଧ୍ୟ ସମସ୍ତ ବାଟ ବନ୍ଦ ହୋଇଯାଇଛି ବୋଲି ସେ କହିଛନ୍ତି। ଗଞ୍ଜାମ, ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳର ଲୋକ ରୋଜଗାର ଆଶାରେ ମଧ୍ୟପ୍ରାଚ୍ୟରେ ଥିବା ବେଳେ ଗତକାଲି ହଠାତ ଦୁବାଇ ସମେତ ଆବୁଧାବି ଅଞ୍ଚଳରେ ମିସାଇଲ୍ ଓ ଡ୍ରୋନ୍ର ଆକ୍ରମଣ ହୋଇଥିଲା। ସେଥି ଯୋଗୁଁ ସେମାନେ ଭୟଭୀତ ରହିଛନ୍ତି। ଏପଟେ ତାଙ୍କ ପରିବାର ଲୋକ ଚିନ୍ତାରେ ରହିଛନ୍ତି। ସେଠାରେ କିପରି ସୁରକ୍ଷିତ ଭାବରେ ଘରକୁ ଫେରିବେ ବାଟକୁ ଅନାଇ ବସିଛନ୍ତି। ଗୋଷାଣି ବ୍ଳକ୍ ପୁରୁଣା କେରାଣ୍ଡି ଗ୍ରାମର ନୀଳ ଜେନା, ଭଗବାନ ବେହେରାଙ୍କ ପରିବାର ସଦସ୍ୟ ଚିନ୍ତିତ ରହିଛନ୍ତି। ସମସ୍ତ ବେସମାରିକ ଚଳାଚଳ ବନ୍ଦ ରହିଥିବାରୁ ଆସିବା ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ। କେନ୍ଦ୍ର ସରକାର ହସ୍ତକ୍ଷେପ କରି ତାହେଲେ ଏହି ପ୍ରବାସୀଙ୍କୁ ଫେରାଇ ଆଣି ହେବ ବୋଲି କହିଛନ୍ତି।
ପାରଳାଖେମୁଣ୍ଡିର ସୁଧୂର ପଣ୍ଡା ୮ ମାସ ଆମେରିକାରୁ ଯାଇ ଦୁବାଇରେ ରହୁଛନ୍ତି। ସେ ଏକ ମଲ୍ଟିନ୍ୟାସ୍ନ କମ୍ପାନୀରେ ଚାକିରି କରିଛନ୍ତି। ଦୁବାଇର ଜନବସତି ଠାରୁ ପ୍ରାୟ ୨୦ କିମି ଦୂରରେ ମିସାଇଲ୍ ମାଡ଼ ହେଉଛି। ଅପରାହ୍ନରୁ ଆରମ୍ଭ ହୋଇ ରାତି ସାରା ମିସାଇଲ, ଡ୍ରୋନ୍ ବର୍ଷା ଚାଲିଛି। ଧମାକାରେ ଛାତି ଥରିଯାଉଛି। ଆମକ ସୁରକ୍ଷିତ ରହିବାକୁ କମ୍ପାନୀ ପକ୍ଷରୁ କୁହାଯାଇଛି। ଭାରତୀୟ ରାଷ୍ଟ୍ରଦୂତ ପକ୍ଷରୁ କିଛି ସୂଚନା ନାହିଁ। ଆଜି ସକାଳୁ ପରିସ୍ଥିତି ଟିକେ ଭଲ ରହିଥିଲା I ମିସାଇଲ୍ ମାଡ଼ ବନ୍ଦ ରହିଥିବା ବେଳେ ଦୋକାନ ବଜାର ଖୋଲା ରହିଥିଲା କହିଛନ୍ତି ସୁଧିର। ପୁର୍ବରୁ ୟୁକ୍ରେନ୍-ରୁଷ୍ ଯୁଦ୍ଧ ହେଉ କିମ୍ବା ଇସ୍ରାଏଏ-ହମାସ ଯୁଦ୍ଧ, ସେହି ସମୟରେ ସେଠାରେ ଥିବା ଭାରତୀୟମାନଙ୍କୁ ମୋଦୀ ସରକାର ସୁରକ୍ଷିତ ଉଦ୍ଧାର କରି ଫେରାଇଆଣିବାରେ ସଫଳ ହୋଇଥିଲେ । ପୁଣି ଏବେ ମଧ୍ୟପ୍ରାଚ୍ୟରେ ଥିବା ଭାରତୀୟ ସୁରକ୍ଷିତ ଫେରାଇ ଆଣିବା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories