Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏପ୍ରିଲ 25 ରୁ ସ୍କୁଲରେ ଖରା ଛୁଟି

Smruti Parija
Browse all articles by Smruti Parija
·2 years ago·1 min read
ଏପ୍ରିଲ 25 ରୁ ସ୍କୁଲରେ ଖରା ଛୁଟି

ଅର୍ଗସ ବ୍ୟୁରୋ: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ୍ 25 ରୁ ରାଜ୍ୟରେ ଖରା ଛୁଟି । ଖରାକୁ ଦୃଷ୍ଟିରେ ରଖି ଏପ୍ରିଲ 18 ରୁ 20 ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା । ତେବେ ଖରା ପାଇଁ ଆଗୁଆ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । 22 ରୁ 24  ଯାଏଁ ହେବ ସକାଳୁଆ ସ୍କୁଲ ।  ସକାଳ 6 ଟା 30 ରୁ 10 ଟା 30 ପର୍ଯ୍ୟନ୍ତ ହେବ ପାଠପଢା ।  
 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha announces early summer vacation from April 25 in view of heatwave conditions | Argus News