Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Assembly Update / ପ୍ରଶ୍ନକାଳ ଆରମ୍ଭରୁ ପୁଣି ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତି

Ritu Das
Browse all articles by Ritu Das
·9 months ago
ପ୍ରଶ୍ନକାଳ ଆରମ୍ଭରୁ ପୁଣି ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତି

Key Points

ପ୍ରଶ୍ନକାଳ ଆରମ୍ଭରୁ ପୁଣି ହଟ୍ଟଗୋଳ । ବାଚସ୍ପତିଙ୍କ ପୋଡିୟମ ତଳେ ବିଜେଡି ବିଧାୟକଙ୍କ ନାରାବାଜି । ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତି ।

ପ୍ରଶ୍ନକାଳ ଆରମ୍ଭରୁ ପୁଣି ହଟ୍ଟଗୋଳ । ବାଚସ୍ପତିଙ୍କ ପୋଡିୟମ ତଳେ ବିଜେଡି ବିଧାୟକଙ୍କ ନାରାବାଜି । ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତି । ଆଜି ମାତ୍ର ୨୦ ମିନିଟ୍ ଚାଲିଲା ଗୃହ । ଆଜି ବିଜେଡି ଉଠାଇଥିଲା ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତା ସଂକୁଚିତ ପ୍ରସଙ୍ଗ । ନିଜ ଆସନରେ ଛିଡା ହୋଇ ପ୍ରତିବାଦ କଲେ କଂଗ୍ରେସ ବିଧାୟକ ।


ଗୃହକାର୍ଯ୍ୟରେ ସହଯୋଗ କରିବାକୁ ବିଜେଡି ଓ କଂଗ୍ରେସ ବିଧାୟକଙ୍କୁ ଅନୁରୋଧ କରିଥିଲେ ବାଚସ୍ପତି । ହେଲେ ଶୁଣିନଥିଲେ ବିରୋଧୀ । ସେପଟେ ହଟ୍ଟଗୋଳ ଭିତରେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chaos in Assembly During Question Hour: House Adjourned Till 4 PM | Argus News | Argus News