Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସେପ୍ଟେମ୍ବର ୧୮ରୁ ବିଧାନସଭା ମୌସୁମୀ ଅଧିବେଶନ

Sushanta Sahoo
Browse all articles by Sushanta Sahoo
·10 months ago·1 min read
ସେପ୍ଟେମ୍ବର ୧୮ରୁ ବିଧାନସଭା ମୌସୁମୀ ଅଧିବେଶନ

Key Points

ସେପ୍ଟେମ୍ବର ୧୮ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହୋଇ ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଗୃହ ଚାଲିବ ।

ଭୁବନେଶ୍ଵର: ବିଧାନସଭା ମୌସୁମୀ ଅଧିବେଶନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଧାନସଭା ସଚିବାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସେପ୍ଟେମ୍ବର ୧୮ ତାରିଖରୁ ଅଧିବେଶନ ଆରମ୍ଭ ହେବ । ସେପ୍ଟେମ୍ବର ୧୮ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହୋଇ ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଗୃହ ଚାଲିବ ।


ମୌସୁମୀ ଅଧିବେଶନ ବିଳମ୍ବିତ ହେଉଥିବା ନେଇ ବିରୋଧୀ ଅଭିଯୋଗ କରୁଥିବା ବେଳେ ଗୁରୁବାର ଅଧିବେଶନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ମୌସୁମୀ ଅଧିବେଶନରେ ୭ଗୋଟି କାର୍ଯ୍ୟ ଦିବସ ରହିଥିବା ବେଳେ ଗୃହରେ ଆଲୋଚନା ପାଇଁ ରହିଛି ଅନେକ ପ୍ରସଙ୍ଗ । ସରକାରଙ୍କୁ ଘେରିବାକୁ ବିରୋଧୀ ଗୋଟି ଚଳାଇବା ଆରମ୍ଭ କରିଥିବା ବେଳେ ସରକାରୀ ଦଳ ବି ବିରୋଧୀଙ୍କ ମୁକାବିଲା କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Assembly Monsoon Session to Begin from September 18 | Argus News | Argus News