Stinking Waste / ବାଳିକା ସେବାଶ୍ରମ ନିକଟରେ ଅଳିଆ ଗଦା, ଦୁର୍ଗନ୍ଧରେ ନାକେଦମ ଛାତ୍ରଛାତ୍ରୀ
·8 months ago·2 min read

Key Points
ବାଳିକା ସେବାଶ୍ରମ ନିକଟରେ ଅଳିଆ ଗଦା
ଦୁର୍ଗନ୍ଧରେ ନାକେଦମ ହେଉଛନ୍ତି ଛାତ୍ରଛାତ୍ରୀ
ରାଜପଥକୁ ମାଡ଼ି ଆସୁଛି ଅଳିଆ ଗଦା
ଦୁର୍ଗନ୍ଧରେ ନାକେଦମ ହେଉଛନ୍ତି ଛାତ୍ରଛାତ୍ରୀ
ରାଜପଥକୁ ମାଡ଼ି ଆସୁଛି ଅଳିଆ ଗଦା
ଜୟପୁର ପୌରପାଳିକା ଡମ୍ପିଂୟାର୍ଡକୁ ନେଇ ତେଜୁଛି ଅସନ୍ତୋଷ । ଜୟପୁର ମକାପୁଟ ବାଳିକା ସେବାଶ୍ରମର ୫୦ ମିଟର ଦୂରରେ ଆବର୍ଜନା ଗଦା ହେଉଛି । ଦୁର୍ଗନ୍ଧରେ ରହିପାରୁ ନାହାନ୍ତି ବାଳିକା ସେବାଶ୍ରମର ଛାତ୍ରୀ । ଏଠାରେ ପାଠ ପଢୁଛନ୍ତି ୨୫୦ ଛାତ୍ରୀ । ସେପଟେ ସହର ସଫେଇ ଦାୟିତ୍ଵ ନେଇଥିବା ସଂସ୍ଥା ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶକୁ ମାନୁନଥିବା ଅଭିଯୋଗ ହୋଇଛି ।
ଡମ୍ପିଂୟାର୍ଡ ଦେଉଛି ଦୁଃଖ । କୋରାପୁଟ ଜୟପୁର ପୌରପାଳିକା ଡମ୍ପିଂୟାର୍ଡକୁ ନେଇ ତେଜୁଛି ଅସନ୍ତୋଷ । ଜୟପୁର ମକାପୁଟ ବାଳିକା ସେବାଶ୍ରମର ୫୦ ମିଟର ଦୂରରେ ଆବର୍ଜନା ଗଦା ହେଉଥିବାରୁ ଦୁର୍ଗନ୍ଧରେ ରହିପାରୁ ନାହାନ୍ତି ବାଳିକା ସେବାଶ୍ରମର ଛାତ୍ରୀ । ସହରର ସମସ୍ତ ଅଳିଆକୁ ଏଠାରେ ପକାଇ ସେଥିରୁ ଜୈବିକ ଖତ ପ୍ରସ୍ତୁତ କରିବା ପାଇଁ କରାଯାଇଥିଲା ଏହି ମୋ ଖତ ପ୍ରସ୍ତୁତି କେନ୍ଦ୍ର । ହେଲେ ଖତ କେନ୍ଦ୍ରରେ ଖତ ପ୍ରସ୍ତୁତ ତ ଦୂରର କଥା, ସେଠାରୁ ବାହାରୁଥିବା ଦୁର୍ଗନ୍ଧରେ ଏବେ ବେହାଲ ନିକଟସ୍ଥ ସ୍କୁଲର ଛାତ୍ରଛାତ୍ରୀଙ୍କ ସମେତ ବସବାସ କରୁଥିବା ସହର ବାସୀ । ମୋ ଖତ ପ୍ରସ୍ତୁତି କେନ୍ଦ୍ରରେ ଚିତବିନୋଦନ ପାଇଁ ଏକ ପାର୍କ ଭି କରା ଯାଇଛି କିନ୍ତୁ ଏଠି ପ୍ରଶ୍ନ ଉଠୁଛ ଦୁର୍ଗନ୍ଧ ଲାଗି ଯୋଊଠି ଲୋକମାନେ ଏକ ମିନଟ ଭି ଠିଆ ହୋଇ ପାରୁ ନାହାନ୍ତି ଶେଠୀ ପାର୍କର ପରି କଳ୍ପନା କାହା ସ୍ଵାର୍ଥରେ ।
ସହର ସଫେଇ ଦାୟିତ୍ଵ ନେଇଥିବା ସଂସ୍ଥା ଗ୍ରୀନ୍ ଟ୍ରିବ୍ୟୁନାଲ୍ଙ୍କନିର୍ଦ୍ଦେଶକୁ ମାନୁ ନଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ପୌର ଅଧକ୍ଷଙ୍କ କହିବା କଥା, ପୂର୍ବରୁ ଡମ୍ପିଂୟାର୍ଡ ପାଇଁ ୬ ଏକର ଜମି ରହିଥିବା ବେଳେ ଏହା ପାଖ ଦେଇ ଜାତୀୟ ରାଜପଥ ଯିବାରୁ ଏବେ ଏହା ୪ ଏକରରେ ପହଞ୍ଚିଛି । ବର୍ତମାନ ନୂତନ ସ୍ଥାନ ପାଇଁ ପ୍ରଶାସନିକ ସ୍ତରରେ ଚାଲିଛି ମୋ ଖତକେନ୍ଦ୍ର ପାଇଁ ସ୍ଥାନ ନିରୂପଣ ପ୍ରକ୍ରିୟ । ସେପଟେ ଭାଙ୍ଗି ଯାଇଥିବା ବାଉଣ୍ଡିର ମରାମତି କାମ ଚାଲ ରହିଛି । ସେପଟେ ରାସ୍ତାକୁ ମାଡ଼ିଆସୁଥିବା ମଇଳାର ସମାଧାନ ପାଇଁ ଜେସିବି ଲଗାଯାଇଥିବା କହିଛନ୍ତି ଜୟପୁର ଉପ ଜିଲ୍ଲାପାଳ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories