Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଉ ୧୩ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କଲା ବିଜେପି

Odisha

ଆଉ ୧୩ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କଲା ବିଜେପି

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଆଉ ୧୩ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କଲା ବିଜେପି

Key Points

ଆଜି ରାଜ୍ୟ ବିଜେପି ୧୩ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛି । ଏହା ପୂର୍ବରୁ ଜାନୁଆରୀ ୨୫ରେ ପ୍ରଥମ ପର୍ଯ୍ୟାୟରେ ପ୍ରକାଶ ପାଇଥିଲା ୨୩ ଜିଲ୍ଲା ସଭାପତିଙ୍କ ନାଁ ।

ଭୁବନେଶ୍ଵର: ୧୩ ଜିଲ୍ଲାରେ ନୂଆ ସଭାପତିଙ୍କ ନାଁ ଘୋଷଣା କରିଛି ରାଜ୍ୟ ବିଜେପି । ଅନୁଗୁଳ ଜିଲ୍ଲା ବିଜେପି ସଭାପତି ହୋଇଛନ୍ତି ଯଯାତି କେଶରୀ ପଟ୍ଟନାୟକ । ସେହିଭଳି ଭଗବାନ ପଣ୍ଡାଙ୍କୁ ଭଦ୍ରକ, ନିରଞ୍ଜନ ମିଶ୍ରଙ୍କୁ ଭୁବନେଶ୍ଵର, ନବକିଶୋର ଶବରଙ୍କୁ ଗଜପତି, ଦେବଯାନୀ ପ୍ରଧାନଙ୍କୁ ଯାଜପୁର, ରଘୁନନ୍ଦନ ପଣ୍ଡାଙ୍କୁ ଝାରସୁଗୁଡ଼ା ଜିଲ୍ଲା ସଭାପତି ନିଯୁକ୍ତ କରାଯାଇଛି ।


ସେହିଭଳି ପଣ୍ଡିତ କୁମାର ବିସ୍‌ମାଝୀଙ୍କୁ କନ୍ଧମାଳ, ବିଶ୍ୱରଂଜନ ବଡଜେନାଙ୍କୁ ଖୋର୍ଦ୍ଧା, ଶିବ ମୁଦୁଲିଙ୍କୁ କୋରାପୁଟ, ରଘୁନନ୍ଦନ ପଣ୍ଡାଙ୍କୁ ଝାରସୁଗୁଡ଼ା, ତାପସ ରଂଜନ ମାର୍ଥାଙ୍କୁ ନୟାଗଡ଼, ଗୋପି ଆନନ୍ଦଙ୍କୁ ରାୟଗଡ଼ା, ବେଣୁଧର ଦାଶଙ୍କୁ ସୁବର୍ଣ୍ଣପୁର ଓ ପୂର୍ଣ୍ଣିମା କେର୍କେଟାଙ୍କୁ ରାଉରକେଲା ଜିଲ୍ଲା ସଭାପତି ଦାୟିତ୍ଵ ଦିଆଯାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଜି ରାଜ୍ୟ ବିଜେପି ୧୩ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛି । ଏହା ପୂର୍ବରୁ ଜାନୁଆରୀ ୨୫ରେ ପ୍ରଥମ ପର୍ଯ୍ୟାୟରେ ପ୍ରକାଶ ପାଇଥିଲା ୨୩ ଜିଲ୍ଲା ସଭାପତିଙ୍କ ନାଁ । ଗତ ସେପ୍ଟେମ୍ବର ୨ ତାରିଖରୁ ପାର୍ଟିର 'ସାଂଗଠନିକ ପର୍ବ-୨୦୨୪' ଆରମ୍ଭ ହୋଇଥିଲା ।


ଗତ ଜାନୁଆରୀ ୨୫ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୨୩ ଜିଲ୍ଲା ସଭାପତି ନାମ ତାଲିକା ପ୍ରକାଶ ପାଇଥିଲା । ଆଜି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସାଂସଦଙ୍କ ଅନୁମୋଦନକ୍ରମେ ୧୩ ଜିଲ୍ଲା ସଭାପତିଙ୍କ ନାମ ତାଲିକା ପ୍ରକାଶ ପାଇଛି ।

Sponsored
Odisha BJP Declared More 13 District President Name | Argus News