Odisha Budget / ୩ ଲକ୍ଷ ୧୦ ହଜାର କୋଟିର ବଜେଟ୍ ଆଗତ କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେଉଁ ବିଭାଗକୁ କେତେ ?
·6 months ago·2 min read

Key Points
୩ ଲକ୍ଷ ୧୦ ହଜାର କୋଟିର ବଜେଟ୍
୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ
୩ ଲକ୍ଷ ୧୦ ହଜାର କୋଟିର ବଜେଟ୍ ଆଗତ କଲେ ମୁଖ୍ୟମନ୍ତ୍ରୀ
୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ
୩ ଲକ୍ଷ ୧୦ ହଜାର କୋଟିର ବଜେଟ୍ ଆଗତ କଲେ ମୁଖ୍ୟମନ୍ତ୍ରୀ
୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥର ମୋଟ୍ ବଜେଟ୍ ଅଟକଳ ୩ ଲକ୍ଷ ୧୦ ହଜାର କୋଟି ଟଙ୍କା ରଖାଯାଇଛି । ଗତବର୍ଷ ଅପେକ୍ଷା ବଜେଟ୍ ଆକାର ୬.୯ ପ୍ରତିଶତ ବୃଦ୍ଧି ପାଇଛି । ମୋଟ୍ ରାଜସ୍ୱ ପ୍ରାପ୍ତି ୨ ଲକ୍ଷ ୪୮ ହଜାର ୫୦୦ କୋଟି ଟଙ୍କା ହେବା ଅନୁମାନ କରାଯାଇଛି । ସେହିପରି ରାଜସ୍ୱ ବ୍ୟୟ ପାଇଁ ୨ ଲକ୍ଷ ୧୫ ହଜାର ୫୦୦ କୋଟି ଟଙ୍କା ରଖାଯାଇଛି । ବିଭିନ୍ନ ବିକାଶମୂଳକ କାର୍ଯ୍ୟ ତଥା ପୁଞ୍ଜି ବ୍ୟୟ ପାଇଁ ୯୪,୫୦୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି । ଏହି ବଜେଟରେ ୩୩, ୦୦୦ କୋଟି ଟଙ୍କାର ରାଜସ୍ୱ ବଳକା ରହିବ ବୋଲି ଆକଳନ କରାଯାଇଛି । ୨୦୨୬-୨୭ ଆର୍ଥିକ ବର୍ଷରେ ଆର୍ଥିକ ନିଅଣ୍ଟ ପରିମାଣ ୩୮, ୮୦୦ କୋଟି ଟଙ୍କା ରହିପାରେ ବୋଲି ଆକଳନ । ନଜର ପକାନ୍ତୁ କେଉଁ ବିଭାଗ ପାଇଁ କେତେ ରହିଛି ବ୍ୟୟ ବରାଦ ।
କେଉଁ ବିଭାଗକୁ କେତେ ବ୍ୟୟ ବରାଦ:
ସର୍ବାଧିକ ଅର୍ଥ ବିଭାଗ କୁ 65 ହଜାର 292 କୋଟି
ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗକୁ 34 ହଜାର 166 କୋଟି
ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗକୁ 31 ହଜାର 997 କୋଟି
କେଉଁ ବିଭାଗକୁ କେତେ ବ୍ୟୟ ବରାଦ:
ସର୍ବାଧିକ ଅର୍ଥ ବିଭାଗ କୁ 65 ହଜାର 292 କୋଟି
ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗକୁ 34 ହଜାର 166 କୋଟି
ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗକୁ 31 ହଜାର 997 କୋଟି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସ୍ବାସ୍ଥ୍ୟ ବିଭାଗକୁ 23 ହଜାର 182 କୋଟି
ଜଳ ସମ୍ପଦ ବିଭାଗକୁ 16 ହଜାର 488 କୋଟି
ମହିଳା ଓ ଶିଶୁ ବିଭାଗକୁ 16 ହଜାର 152 କୋଟି
କୃଷି ବିଭାଗକୁ 14 ହଜାର 701 କୋଟି
ପୂର୍ତ୍ତ ବିଭାଗକୁ 13 ହଜାର 451 କୋଟି
ଗୃହ ବିଭାଗକୁ 11 ହଜାର 28 କୋଟି
ଜଳ ସମ୍ପଦ ବିଭାଗକୁ 16 ହଜାର 488 କୋଟି
ମହିଳା ଓ ଶିଶୁ ବିଭାଗକୁ 16 ହଜାର 152 କୋଟି
କୃଷି ବିଭାଗକୁ 14 ହଜାର 701 କୋଟି
ପୂର୍ତ୍ତ ବିଭାଗକୁ 13 ହଜାର 451 କୋଟି
ଗୃହ ବିଭାଗକୁ 11 ହଜାର 28 କୋଟି
ଗୃହ ଓ ନଗର ଉନ୍ନୟନ ବିଭାଗକୁ 10 ହଜାର 567 କୋଟି
ଗ୍ରାମ୍ୟ ଉନ୍ନୟନ ବିଭାଗକୁ 10 ହଜାର 204 କୋଟି
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ 9 ହଜାର 610 କୋଟି
ରାଜସ୍ବ ବିପର୍ଯୟ ଓ ପରିଚାଳନା ବିଭାଗକୁ 5 ହଜାର 558 କୋଟି
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଗ୍ରାମ୍ୟ ଉନ୍ନୟନ ବିଭାଗକୁ 10 ହଜାର 204 କୋଟି
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ 9 ହଜାର 610 କୋଟି
ରାଜସ୍ବ ବିପର୍ଯୟ ଓ ପରିଚାଳନା ବିଭାଗକୁ 5 ହଜାର 558 କୋଟି
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories