Ekamra Project / ଏକାମ୍ର କ୍ଷେତ୍ର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ୩୩୦ କୋଟି ଟଙ୍କାରେ ଏକାମ୍ର କ୍ଷେତ୍ରର ବିକାଶ କରାଯିବ
·7 months ago·2 min read

Key Points
ଏକାମ୍ର କ୍ଷେତ୍ର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
୩୩୦ କୋଟି ଟଙ୍କାରେ ଏକାମ୍ର କ୍ଷେତ୍ରର ବିକାଶ କରାଯିବ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଲେ ଘୋଷଣା

ମହାଶିବରାତ୍ରୀ ଉତ୍ସବରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ରାଜ୍ୟବାସୀଙ୍କ ମଙ୍ଗଳ କାମନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। । ୩୩୦ କୋଟି ଟଙ୍କା ବିନିଯୋଗରେ ଏକାମ୍ର କ୍ଷେତ୍ରର ବିକାଶ ହେବ କହିଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ଶ୍ରୀକ୍ଷେତ୍ର ପୁରୀ, ଅର୍କ କ୍ଷେତ୍ର କୋଣାର୍କ ଓ ଏକାମ୍ର କ୍ଷେତ୍ର ସହିତ ରାଜ୍ୟର ବିଭିନ୍ନ ଆଧ୍ୟାତ୍ମିକ ପର୍ଯ୍ୟଟନ କେନ୍ଦ୍ରମାନଙ୍କ ଉନ୍ନତି ପାଇଁ ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଛି । ଏକାମ୍ର କ୍ଷେତ୍ରର ବିକାଶ ଓ ସୋନ୍ଦର୍ଯ୍ୟକରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୮୦ କୋଟି ଟଙ୍କାର କାମ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଦ୍ଵିତୀୟ ପର୍ଯ୍ୟାୟରେ ୧୫୦ କୋଟି ଟଙ୍କା ବିନିଯୋଗରେ ବିନ୍ଦୁସାଗର ପାରିପାର୍ଶ୍ବିକ ବିକାଶ କାମ ସହିତ ଏକ ଇଣ୍ଟରପ୍ରିଟେସନ୍ ସେଣ୍ଟର ପ୍ରତିଷ୍ଠା ହେବ । ସମୁଦାୟ ୩୩୦ କୋଟି ଟଙ୍କା ବିନିଯୋଗରେ ଏକାମ୍ର କ୍ଷେତ୍ରର ବିକାଶ କରାଯିବ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଆୟୋଜିତ ସାଂସ୍କୃତିକ ମଞ୍ଚରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଆ ସଂସ୍କୃତିର ମୂଳ ଧାରା ହେଉଛି ଜଗନ୍ନାଥ ଉପାସନା, ଶୈବ ଉପାସନା ଓ ଶକ୍ତି ଉପାସନା। ଏକ ପଟେ ଶ୍ରୀଜଗନ୍ନାଥ ମନ୍ଦିର ଓ ଅନ୍ୟ ପଟେ ଲିଙ୍ଗରାଜ ମନ୍ଦିର ଓଡ଼ିଆ ଆଧ୍ୟାତ୍ମିକତାର ଦୁଇଟି ମୁଖ୍ୟ କେନ୍ଦ୍ରବିନ୍ଦୁ। ଲିଙ୍ଗରାଜ ମନ୍ଦିରର ପିନାକ ଚିହ୍ନ ଏହାର ବିଶିଷ୍ଟ ପରମ୍ପରାର ପ୍ରତୀକ ବୋଲି ସେ କହିଥିଲେ ଏବଂ ମହାଦୀପ ଦର୍ଶନର ମହତ୍ତ୍ୱ ବିଷୟରେ ଉଲ୍ଲେଖ କରିଥିଲେ।
ପଢ଼ନ୍ତୁ ଏହି ଖବର: ଏହିଦିନ ଖାତାକୁ ଆସିବ ‘ସୁଭଦ୍ରା’ର ଚତୁର୍ଥ କିସ୍ତି, କୋଟିଏ ମହିଳା ପାଇବେ ୫୦୦୦ ଲେଖାଏଁ
ସେ ଆହୁରି କହିଥିଲେ ଯେ ଶ୍ରୀ କ୍ଷେତ୍ର ପୁରୀ, ଅର୍କ କ୍ଷେତ୍ର କୋଣାର୍କ ଓ ଏକାମ୍ର କ୍ଷେତ୍ର ସହିତ ରାଜ୍ୟର ବିଭିନ୍ନ ଆଧ୍ୟାତ୍ମିକ ପର୍ଯ୍ୟଟନ କେନ୍ଦ୍ରମାନଙ୍କ ଉନ୍ନତି ପାଇଁ ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଛି। ଏକାମ୍ର କ୍ଷେତ୍ରର ବିକାଶ ଓ ସୋନ୍ଦର୍ଯ୍ୟକରଣ ପାଇ ପ୍ରଥମ ପର୍ଯ୍ୟାୟରେ ୧୮୦ କୋଟି ଟଙ୍କାର କାମ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଚି ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ୧୫୦ କୋଟି ଟଙ୍କା ବିନିଯୋଗରେ ବିନ୍ଦୁସାଗର ପାରିପାର୍ଶ୍ବିକ ବିକାଶ କାମ ସହିତ ଏକ interpretation ସେଣ୍ଟର ମଧ୍ୟ ପ୍ରତିଷ୍ଠା ହେବ । ସମୁଦାୟ ୩୩୦ କୋଟି ଟଙ୍କା ବିନିଯୋଗରେ ଏକାମ୍ର କ୍ଷେତ୍ରର ବିକାଶ କରାଯିବ ।
ଏହି ଅବସରରେ ବାଚସ୍ପତି ଶ୍ରୀମତି ସୁରମା ପାଢ଼ୀ ପବିତ୍ର ଶିବରାତ୍ରୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ସମସ୍ତଙ୍କ ଜୀବନରେ ଉନ୍ନତିର ପଥ ଉନ୍ମୁକ୍ତ କରୁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପର୍ନ୍ନ ହୋଇଥିବାରୁ ସେବାୟତ ଓ ପ୍ରଶାସନକୁ ଧନ୍ୟବାଦ୍ ଦେଇଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ କଣ୍ଠଶିଳ୍ପୀ ନୀତିନ ମୁକେଶ ଓ ରାଜ୍ୟ ବାହାରୁ ଆସିଥିବା କଳାକାରଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖୀୟ ଅବଦାନ ରଖିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ

Related Topics
Explore more stories