Videos
|
Odisha

ସେ କାଳ ପଖାଳ ଆଉ ନାହିଁ କହି ସଚେତନ କଲେ ସିଏମ୍

Smruti Parija
Browse all articles by Smruti Parija
·1 year ago
ସେ କାଳ ପଖାଳ ଆଉ ନାହିଁ କହି ସଚେତନ କଲେ ସିଏମ୍

Key Points

  • ଦୁର୍ନୀତିଗ୍ରସ୍ତଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ହେବ 
  • ସେ କାଳ ପଖାଳ ଆଉ ନାହିଁ କହି ସଚେତନ କଲେ ସିଏମ୍
  • `ୟେ ଟ୍ରେଲର, ପିକ୍ଚର ଅଭି ବାକି ହେ'

ଭୁବନେଶ୍ୱର: ଦୁର୍ନୀତିଗ୍ରସ୍ତଙ୍କ ପ୍ରତି କଡ଼ା ମନ୍ତବ୍ୟ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କ୍ୟାନ୍‌ସର ଭଳି ଦୁର୍ନୀତିଗ୍ରସ୍ତଙ୍କୁ କାଢ଼ି ଫୋପାଡ଼ି ଦେବା ବୋଲି କହିଲେ । କ୍ୟାନସର ରୋଗ ଭଲ ହେବା ପାଇଁ ସେହି ଅଙ୍ଗଟିକୁ କାଟି ଦିଆଯାଏ । ଯେଉଁମାନେ ଦୁର୍ନୀତିଗ୍ରସ୍ତ ସେମାନଙ୍କୁ କାଢ଼ି ଅଲଗା କରିଦେବା । ଦୁର୍ନୀତିଗ୍ରସ୍ତଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତେଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବିଜେପି ସରକାର ଆସିବାରେ 140 ଦିନ ହୋଇଛି । ୬ ମୁଖ୍ୟଯନ୍ତ୍ରୀଙ୍କୁ ଦୁର୍ନୀତି ପାଇଁ ଗିରଫ କରି କୋର୍ଟ ପଠାଯାଇଛି ।


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: