ଡିସେମ୍ବର 15ରେ OCS ପ୍ରିଲିମ୍
·1 year ago

ଭୁବନେଶ୍ୱର: ଡିସେମ୍ବର 15 ତାରିଖରେ ହେବ OCS ପ୍ରିଲିମ୍ ପରୀକ୍ଷା । ପୂର୍ବରୁ ପରୀକ୍ଷା ଅକ୍ଟୋବର 27 ତାରିଖରେ ହେବା ନେଇ ଧାର୍ଯ୍ୟ ହୋଇଥିବାବେଳେ ବାତ୍ୟା ଦାନାକୁ ଦୃଷ୍ଟିରେ ରଖି ପରୀକ୍ଷା ଘୁଞ୍ଚାଯାଇଥିଲା । ADVT No;- 20 , 2023-24 ଓଡିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଆସନ୍ତା ଡିସେମ୍ବର 15 ତାରିଖରେ ଅନୁଷ୍ଠିତ ହେବ । ତେବେ ଏହାର ଆଡମିଟ୍ କାର୍ଡ ଡାଉନଲୋଡ୍ ସମ୍ଭନ୍ଧିତ ଖବର ପରେ ସୂଚନା ଦିଆଯିବା ନେଇ OPSC ସାଇଟ୍ ରେ ଉଲ୍ଲେଖ ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: