Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - OCS ପ୍ରିଲିମନାରୀ ପରୀକ୍ଷା ଘୁଞ୍ଚିଲା

Odisha

OCS ପ୍ରିଲିମନାରୀ ପରୀକ୍ଷା ଘୁଞ୍ଚିଲା

Smruti Parija
Browse all articles by Smruti Parija
·1 year ago
OCS ପ୍ରିଲିମନାରୀ ପରୀକ୍ଷା ଘୁଞ୍ଚିଲା

ଅର୍ଗସ ବ୍ୟୁରୋ: OCS ପ୍ରିଲିମନାରୀ ପରୀକ୍ଷା ଘୁଞ୍ଚିଲା । OPSC ପରିଚାଳିତ OCS ପ୍ରିଲିମନାରୀ ପରୀକ୍ଷା ଘୁଞ୍ଚିଲା । OCS ପ୍ରିଲିମନାରୀ ପରୀକ୍ଷା ଆସନ୍ତା 27ରେ ହେବାର ଥିଲା । ସପ୍ତାହେ ପରେ ସାନି ତାରିଖ ଘୋଷଣା ହେବା ନେଇ ବିଜ୍ଞପ୍ତି ପ୍ରକାଶ ହୋଇଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆୟାଇଛି । ଓଡିଶା ଲୋକସେବା ଆୟୋଗ ପକ୍ଷରୁ ଏନେଇ ସୂଚନା ଜାରି ହୋଇଛି । opsc.gov.in  ୱେବ୍ ସାଇଟ୍ ରେ ଆଶାୟୀ ପ୍ରାର୍ଥୀ ଅଧିକ ସୂଚନା ପାଇପାରିବେ ।  

ଓପିଏସସି ପକ୍ଷରୁ ଆଡମିଟ୍ କାର୍ଡ ରିଲିଜ୍ ହୋଇସାରିଥିଲା । ଦୁଇଟି ସିଟିଂ ରେ ପରୀକ୍ଷା ହେବାକୁ ଥିବାବେଳେ ସମ୍ବାବ୍ୟ ବାତ୍ୟା ଦାନାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
odisha-civil-service-exam-postponed | Argus News