|
logo
Live

Argus News - Result Update ; ଚାଲିଛି ଭୋଟ୍ ଗଣତି

Odisha

Result Update ; ଚାଲିଛି ଭୋଟ୍ ଗଣତି

Smruti Parija
Browse all articles by Smruti Parija
·1 year ago·3 min read
Result Update ; ଚାଲିଛି ଭୋଟ୍ ଗଣତି

ଅର୍ଗସ ବ୍ୟୁରୋ: ଚାଲିଛି ଭୋଟ୍ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ବିଜେପି ଆଗୁଆ ଥିବାବେଳେ ବିଜେଡି ବହୁତ ପଛରେ ରହିଛି । ଫଳରେ ବିଜେଡି ଶିବିରରେ ଛନକା ପଶିଛି । ମ୍ୟାଜିକ ନମ୍ବର ଟପିସାରିଲାଣି ବିଜେପି । ଓଡିଶାରେ ବିଜେପି ସରକାର ଗଢିବା ନେଇ ଏକ ପ୍ରକାର ସମ୍ଭାବନା ସୃଷ୍ଟି ହୋଇଛି ।

 

ବିଜେପି ଆଗୁଆ

  • କଣ୍ଟାବାଞ୍ଜିରୁ ବିଜେପିର ଲକ୍ଷ୍ମଣ ବାଗ ଆଗୁଆ
  • ବ୍ରହ୍ମପୁର ଲୋକସଭା ଆସନରେ ବିଜେପି ଆଗୁଆ
  • ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଆଗୁଆ
  • ଚାନ୍ଦବାଲି ବିଧାନସଭାରେ ବିଜେପି ଆଗୁଆ
  • ବିଜେପିର ମନମୋହନ ସାମଲ ଆଗୁଆ
  • ପୋଲସରା ବିଧାନସଭାରେ ବିଜେପି ଆଗୁଆ
  • ବିଜେପିର ଗୋକୁଳାନନ୍ଦ ମଲ୍ଲିକ ଆଗୁଆ
  • ପାଟଣାଗଡ଼ ବିଧାନସଭାରେ ବିଜେପି ଆଗୁଆ
  • ବିଜେପିର କନକ ବର୍ଦ୍ଧନ ସିଂହଦେଓ ଆଗୁଆ
  • ବିଧାନସଭାରେ ବିଜେପି ଆଗୁଆ
  • ବିଜେପି ପ୍ରାର୍ଥୀ ଦୁର୍ଗାପ୍ରସନ୍ନ ନାୟକ ଆଗୁଆ
  • ଲାଞ୍ଜିଗଡ଼ ବିଧାନସଭାରେ ବିଜେପି ଆଗୁଆ
  • ବିଜେପି ପ୍ରାର୍ଥୀ ରମେଶ ମାଝୀ ଆଗୁଆ
  • ନିମାପଡ଼ା ବିଧାନସଭାରେ ବିଜେପି ଆଗୁଆ
  • ବିଜେପି ପ୍ରାର୍ଥୀ ପ୍ରଭାତି ପରିଡ଼ା ଆଗୁଆ
  • କେନ୍ଦୁଝର ବିଧାନସଭାରେ ବିଜେପି ଆଗୁଆ
  • ବିଜେପି ପ୍ରାର୍ଥୀ ମୋହନ ମାଝୀ ଆଗୁଆ
  • ବରଗଡ଼ ବିଧାନସଭାରେ ବିଜେପି ଆଗୁଆ
  • ବିଜେପି ପ୍ରାର୍ଥୀ ଅଶ୍ବିନୀ ଷଡ଼ଙ୍ଗୀ ଆଗୁଆ
  • ଝରିଗାଁ ବିଧାନସଭାରେ ବିଜେପି ପ୍ରାର୍ଥୀ ଆଗୁଆ
  • ବିଜେପିର ନରସିଂହ ଭତ୍ରା ଆଗୁଆ
  • ବଡ଼ସାହିରେ ଲିଡ୍‌ କରୁଛନ୍ତି ବିଜେପି ପ୍ରାର୍ଥୀ ସନାତନ ବିଜୁଳି
  • ରାଉରକେଲାରେ ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟ ଆଗରେ
  • କବିସୂର୍ଯ୍ୟନଗର ବିଧାନସଭାରେ ବିଜେପି ଆଗୁଆ
  • ବିଜେପି ପ୍ରାର୍ଥୀ ପ୍ରତାପ ନାୟକ ଆଗୁଆ
  • ଝରିଗାଁ ବିଧାନସଭାରେ ବିଜେପି ପ୍ରାର୍ଥୀ ଆଗୁଆ
  • ବିଜେପିର ନରସିଂହ ଭତ୍ରା ଆଗୁଆ
  • ସମ୍ବଲପୁର ଲୋକସଭାରେ ଧର୍ମେନ୍ଦ୍ର ପ୍ରଧାନ ଆଗୁଆ
  • ଖୋର୍ଦ୍ଧା ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଆଗୁଆ
  • ସତ୍ୟବାଦୀ ବିଧାନସଭାରେ ବିଜେପି ଆଗୁଆ
  • ବିଜେପି ପ୍ରାର୍ଥୀ ଓମ୍‌ପ୍ରକାଶ ମିଶ୍ର ଆଗୁଆ
  • ଭୁବନେଶ୍ୱର ଏକାମ୍ରରେ ବିଜେପି ପ୍ରାର୍ଥୀ ଆଗୁଆ
  • କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପି ଆଗୁଆ
  • ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଗୁଆ
  • କେନ୍ଦୁଝର ବିଧାନସଭାରେ ବିଜେପି ଆଗୁଆ
  • ବିଜେପି ପ୍ରାର୍ଥୀ ମୋହନ ମାଝୀ ଆଗୁଆ
  • ବରଗଡ଼ ବିଧାନସଭାରେ ବିଜେପି ଆଗୁଆ
  • ବିଜେପି ପ୍ରାର୍ଥୀ ଅଶ୍ବିନୀ ଷଡ଼ଙ୍ଗୀ ଆଗୁଆ
  • ଯାଜପୁର ଲୋକସଭା ଆସନରେ ବିଜେପି ଆଗୁଆ
  • ବିଜେପି ପ୍ରାର୍ଥୀ ରବୀନ୍ଦ୍ର ବେହେରା ଆଗୁଆ
  • ଜଗତସିଂହପୁର ବିଧାନସଭା ଆସନରେ ବିଜେପି ଆଗୁଆ
  • ବିଜେପି ପ୍ରାର୍ଥୀ ବିଭୁପ୍ରସାଦ ତରାଇ ଆଗୁଆ
  • ଧାମନଗର ବିଧାନସଭାରେ ବିଜେପି ଆଗୁଆ
  • ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗୁଆ
  • ବଡ଼ଚଣା ବିଧାନସଭାରେ ବିଜେପି ଆଗୁଆ
    ବିଜେପି ପ୍ରାର୍ଥୀ ଅମର ନାୟକ ଆଗୁଆ
  • ଗୋପାଳପୁର ବିଧାନସଭାରେ ବିଜେପି ଆଗୁଆ
    ବିଜେପି ପ୍ରାର୍ଥୀ ବିଭୂତି ଜେନା ଆଗୁଆ
  • ବାଲେଶ୍ବର ବିଧାନସଭାରେ ବିଜେପି ଆଗୁଆ
    ବିଜେପିର ମାନସ ଦତ୍ତ ଆଗୁଆ
  • କନ୍ଧମାଳରେ ବିଜେପି ପାର୍ଥୀ ସୁକାନ୍ତ ପାଣିଗ୍ରାହୀ ଆଗରେ
  • ବାରିପଦା ବିଧାନସଭାରେ ବିଜେପି ଆଗୁଆ
    -ବିଜେପି ପ୍ରାର୍ଥୀ ପ୍ରକାଶ ସୋରେନ ଆଗୁଆ
  • ଗୋପାଳପୁରରେ ବିଜେପି ପ୍ରାର୍ଥୀ ବିଭୂତି ଜେନା ଆଗରେ
  • .........................

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଜେଡି ଆଗୁଆ

  • ସତ୍ୟବାଦୀ ବିଧାନସଭାରେ ବିଜେଡି ଆଗୁଆ
  • ବିଜେଡି ପ୍ରାର୍ଥୀ ସଂଜୟ ଦାସବର୍ମା ଆଗୁଆ
  • ବାଙ୍କୀ ବିଧାନସଭାରେ ବିଜେଡି ଆଗୁଆ
  • ବିଜେଡି ପ୍ରାର୍ଥୀ ଦେବୀରଂଜନ ତ୍ରିପାଠୀ ଆଗୁଆ
  • ପୁରୀ ବିଧାନସଭାରେ ବିଜେଡି ଆଗୁଆ
  • ବିଜେଡି ପ୍ରାର୍ଥୀ ସୁନୀଲ ମହାନ୍ତି ଆଗୁଆ
  • ଚୌଦ୍ବାର କଟକ ବିଧାନସଭାରେ ବିଜେଡି ଆଗୁଆ
  • ବିଜେଡି ପ୍ରାର୍ଥୀ ସୌଭିକ ବିଶ୍ବାଳ ଆଗୁଆ
  • ଧର୍ମଶାଳା ବିଧାନସଭାରେ ବିଜେଡି ଆଗୁଆ
    -ବିଜେଡି ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ ଆଗୁଆ
  • -ବରଗଡ଼ ବିଧାନସଭାରେ ବିଜେଡି ଆଗୁଆ
    -ବିଜେଡି ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ଆଗୁଆ
  • ...............................

 

କଂଗ୍ରେସ ଆଗୁଆ

  • ଆନନ୍ଦପୁର ବିଧାନସଭାରେ କଂଗ୍ରେସ ଆଗୁଆ 
  • କଂଗ୍ରେସ ପ୍ରାର୍ଥୀ ଜୟଦେବ ଜେନା ଆଗୁଆ
  • କୋରାପୁଟ ଲୋକସଭା ଆସନରେ କଂଗ୍ରେସ ଆଗୁଆ
  • କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକା ଆଗୁଆ
  • ସୁନ୍ଦରଗଡ଼ ଲୋକସଭା ଆସନରେ କଂଗ୍ରେସ ଆଗୁଆ
  • କଂଗ୍ରେସ ପ୍ରାର୍ଥୀ ଜନାର୍ଦ୍ଦନ ଦେହୁରୀ ଆଗୁଆ 
  • ଭୋଗରାଇ ବିଧାନସଭାରେ କଂଗ୍ରେସ ଆଗୁଆ
  • କଂଗ୍ରେସ ପ୍ରାର୍ଥୀ ସତ୍ୟଶିବ ଦାସ ଆଗୁଆ
  • .........................

ଏହି ବଡ ନେତା ପଛରେ

  • ସମ୍ବଲପୁରରୁ ବିଜେଡି ଲୋକସଭା ପ୍ରାର୍ଥୀ ବବି ଦାସ 28 ହଜାର 400 ଭୋଟ୍  ପଛରେ 
  • ଏକାମ୍ରରୁ ଅଶୋକ ପଣ୍ଡା ପଛୁଆ
  • ଟିଟିଲାଗଡରୁ ଟୁକୁନି ସାହୁ ପଛୁଆ
  • ରାଉରକେଲା ସାରଦା ନାୟକ ପଛୁଆ
  • କଣ୍ଟାବାଞ୍ଜିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଛୁଆ
  •  ଭଣ୍ଡାରିପୋଖରୀ ସଞ୍ଜୀବ ମଲ୍ଲିକ ପଛୁଆ
    ପଛରେ ପଡିଲେ ଉମା ସାମନ୍ତରାୟ
  • ପଛରେ ଅଛନ୍ତି ଅଚ୍ୟୁତ ସାମନ୍ତ
Sponsored
Result Update ; ଚାଲିଛି ଭୋଟ୍ ଗଣତି | Argus News