Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କ୍ଲିକ୍‌ କରନ୍ତୁ...ପୂରା ଦିନର ଗୁରୁତ୍ଵପୂର୍ଣ୍ଣ ଖବର ଜାଣନ୍ତୁ...

Odisha

କ୍ଲିକ୍‌ କରନ୍ତୁ...ପୂରା ଦିନର ଗୁରୁତ୍ଵପୂର୍ଣ୍ଣ ଖବର ଜାଣନ୍ତୁ...

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
କ୍ଲିକ୍‌ କରନ୍ତୁ...ପୂରା ଦିନର ଗୁରୁତ୍ଵପୂର୍ଣ୍ଣ ଖବର ଜାଣନ୍ତୁ...

01. ଆଜି ଆସିପାରେ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା । ଗତକାଲି ତୋମାର କହିଥିଲେ ଦିନେ କି ଦୁଇଦିନରେ ଘୋଷଣା ହେବ ପ୍ରାର୍ଥୀଙ୍କ ନାଁ

02.  ନିର୍ବାଚନ ପୂର୍ବରୁ ଆରମ୍ଭ ହେଲା ଦଳଡିଆଁ ପର୍ବ । ହାତ ଛାଡି ଶଙ୍ଖ ଫୁଙ୍କିଲେ ଚିରଞ୍ଜୀବ, ଏପଟେ ବିଜେପି ଛାଡି ବିଜେଡି ଗଲେ ନୀଳଗିରି ବିଧାୟକ

03. ଭାରତ ରତ୍ନରେ ସମ୍ମାନିତ ହେଲେ ଲାଲକୃଷ୍ଣ ଆଡଭାନୀ । ଭେଟେରାନ୍ ବିଜେପି ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଆଡଭାନୀ । ଭାରତ ରତ୍ନ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 

04. ଜନ୍ମଦିନ କେକ୍‌ ନେଲା ଜୀବନ ! ଅନଲାଇନରେ ମଗାଇଥିବା ଜନ୍ମଦିନ କେକ୍‌ ଖାଇ ନାବାଳିକା ମୃତ, ୧୦ ବର୍ଷୀୟ ନାବାଳିକା ମୃତ ଓ ସାନ ଭଉଣୀ ଗୁରୁତର ଅସୁସ୍ଥ

05. ଥାନାରେ ଛିଡ଼ା ହୋଇଛି ମଣିଷମରା ମର୍ସିଡିଜ୍ କାର୍ । ସହିଦ୍ ନଗର ଥାନାରେ ଅଟକ ରହିଛି କୋଟିପତି ବାବୁଙ୍କର ମଣିଷମରା ମର୍ସିଡିଜ୍ କାର୍ । ଦେଢକୋଟି ଟଙ୍କାର ଏହି ଦାମୀ ଗାଡ଼ି ତଳେ ଯାଇଛି ଜଣେ ଗରିବ ଲୋକର ଜୀବନ

06. ନୂଆପଡାରେ ତାଣ୍ଡବ କଲା କାଳବୈଶାଖୀ । ଆଇଲା...ଭାଙ୍ଗିଲା...ଉଡେଇଲା....ବର୍ଷା ଆଣିଲା ଦୁର୍ଦ୍ଦଶା

07. ଓଡ଼ିଶା ଫେରି BJD ଉପରେ ବର୍ଷିଲେ ଭର୍ତ୍ତୃହରି ମହତାବ; କହିଲେ, ‘ଦୁର୍ଗ ଭାଙ୍ଗିବାରେ ଲାଗିଛି’ 

08. ନିର୍ବାଚନ ପରିଚାଳନା ପାଇଁ BJPର ନିର୍ବାଚନ ପରିଚାଳନା ସମିତି କାର୍ଯ୍ୟାଳୟ ଉଦଘାଟିତ, ଉଦଘାଟନ କଲେ ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ 

09. ଆଗାମୀ_୩_ଘଣ୍ଟା_ପାଇଁ_୧୧_ଜିଲ୍ଲାକୁ_ସତର୍କତା । ଘଡ଼ଘଡ଼ି ବିଜୁଳି ସହ ବର୍ଷା ପାଇଁ ସତର୍କତା....ବଲାଙ୍ଗିର, କନ୍ଧମାଳ, ବୌଦ୍ଧ, କେନ୍ଦୁଝର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ବର, ଯାଜପୁର, ଖୋର୍ଦ୍ଧା, କଟକ ଓ ପୁରୀ ପାଇଁ ସତର୍କତା

10. ଦୁଇ ଦିନ ପରେ ଫେରିବ ତାତି । ଆଗାମୀ ୨୪ ଘଣ୍ଟାରେ ଦିନ ତାପମାତ୍ରା ହ୍ରାସ ସମ୍ଭାବନା, ଅନେକ ସ୍ଥାନରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Elections 2024 | Argus News