Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦିନିକିଆ ନଗଡ଼ା ଗସ୍ତ କରି ସ୍ଥିତି ଦେଖିଛନ୍ତି ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ

Banajyotshna Ray
Browse all articles by Banajyotshna Ray
·1 year ago
ଦିନିକିଆ ନଗଡ଼ା ଗସ୍ତ କରି ସ୍ଥିତି ଦେଖିଛନ୍ତି ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ

ନଗଡାର ସ୍ଥିତିରେ ସୁଧାର ଆଣିବା ଏବଂ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ଦିନିକିଆ ନଗଡ଼ା ଗସ୍ତ କରି ସ୍ଥିତି ଦେଖିଛନ୍ତି ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ। ସେଠାରେ ପହଁଚି ଶିକ୍ଷା, ସ୍ଵାସ୍ଥ୍ୟ ଓ ଜଳସେଚନ ଉପରେ ଗୁରୁତ୍ବ ଦେଇଛନ୍ତି । ଅଙ୍ଗନୱାଡି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟ ବୁଲି ଦେଖିବା ସହ ନଗଡ଼ା ବାସୀଙ୍କୁ ସେମାନଙ୍କ ସମସ୍ୟା ପଚାରି ବୁଝିଛନ୍ତି । ମୁଖ୍ୟ ସଚିବଙ୍କ ଏହି ଗସ୍ତ ସମୟରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।


ପୂର୍ବ ବିଜେଡି ସରକାର ଅନେକ କିଛି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଗୋଟେ ବି ରଖିଲେ ନାହିଁ। କିନ୍ତୁ ବିଜେପି ସରକାର ଯାହା କହିଛନ୍ତି ତାହା କରି ଦେଖାଇଛନ୍ତି। ଯାହା ଉପରେ ରାଜ୍ୟବାସୀ ବିଶ୍ୱାସ ରଖିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
odisha-governments-chief-secretary-visits-nagada-to-assess-the-situation | Argus News