Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାଜ୍ୟରେ `ଦି ସାବରମତୀ ରିପୋର୍ଟ' ଚଳଚ୍ଚିତ୍ରକୁ ଟାକ୍ସ ଫ୍ରି ଘୋଷଣା

Odisha

ରାଜ୍ୟରେ `ଦି ସାବରମତୀ ରିପୋର୍ଟ' ଚଳଚ୍ଚିତ୍ରକୁ ଟାକ୍ସ ଫ୍ରି ଘୋଷଣା

Smruti Parija
Browse all articles by Smruti Parija
·1 year ago
ରାଜ୍ୟରେ `ଦି ସାବରମତୀ ରିପୋର୍ଟ' ଚଳଚ୍ଚିତ୍ରକୁ ଟାକ୍ସ ଫ୍ରି ଘୋଷଣା

ଅର୍ଗସ ବ୍ୟୁରୋ: ରାଜ୍ୟରେ `ଦି ସାବରମତୀ ରିପୋର୍ଟ' ଚଳଚ୍ଚିତ୍ରକୁ ଟାକ୍ସ ଫ୍ରି ଘୋଷଣା । ହିନ୍ଦି ଚଳଚ୍ଚିତ୍ର `ଦି ସାବରମତୀ ରିପୋର୍ଟ'କୁ ଟାକ୍ସ ଫ୍ରି ଘୋଷଣା । ଟାକ୍ସ ଫ୍ରି ଘୋଷଣା କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ବିଧାନସଭାରେ ଟାକ୍ସ ଫ୍ରି ଘୋଷଣା କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
odisha-govt-declared-tax-free-to-the-film-the-sabaramati-report | Argus News