Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସମ୍ବେଦନଶୀଳ ବନଖଣ୍ଡମାନଙ୍କରେ ମଙ୍କି ସ୍କ୍ୱାର୍ଡ ଗଠନ କରିବେ ସରକାର

Odisha

ସମ୍ବେଦନଶୀଳ ବନଖଣ୍ଡମାନଙ୍କରେ ମଙ୍କି ସ୍କ୍ୱାର୍ଡ ଗଠନ କରିବେ ସରକାର

Smruti Parija
Browse all articles by Smruti Parija
·1 year ago·1 min read
ସମ୍ବେଦନଶୀଳ ବନଖଣ୍ଡମାନଙ୍କରେ ମଙ୍କି ସ୍କ୍ୱାର୍ଡ ଗଠନ କରିବେ ସରକାର

ଭୁବନେଶ୍ୱର: ମାଙ୍କଡ ଉପଦ୍ରବ କମାଇବା ପାଇଁ ମଙ୍କି ସ୍କ୍ୱାର୍ଡ ଗଠନ କରିବେ ସରକାର । ସମ୍ବେଦନଶୀଳ ବନଖଣ୍ଡମାନଙ୍କରେ ମଙ୍କି ସ୍କ୍ୱାର୍ଡ ଗଠନ କରିବାକୁ ଯୋଜନା କରାଯାଇଛି । ଏହାସହ ମାଙ୍କଡ ଉତ୍ପାତ କରୁଥିବା ଅଞ୍ଚଳରେ Ultrasonic monkey repeller mechine ସାହାଯ୍ୟରେ anti depredation team ପ୍ରତ୍ୟେକ ବନଖଣ୍ଡରେ ମାଙ୍କଡ ଘଉଡ଼ାଇବା ପାଇଁ ସାହାଯ୍ୟ କରୁଛନ୍ତି । ବିପଦ ସୃଷ୍ଟିକାରୀ ମାଙ୍କଡମାନଙ୍କୁ ନିଶ୍ଚେତକ ଦେଇ ଜଙ୍ଗଲରେ ଛଡା ଯାଉଛି । ଆବଶ୍ୟକ ସ୍ଥଳେ ଅଭିଜ୍ଞ ମଙ୍କଡିଆ ମାନଙ୍କର ସାହାଯ୍ୟ ନେଉଛି ବନ ବିଭାଗ ।

ରାଜ୍ୟର ବିଭିନ୍ନ ଜନ ଗହଳି ସ୍ଥାନ ଗୁଡିକରେ cage ଏବଂ plastic ଜାଲର ବ୍ୟବହାର କରାଯାଉଛି । Monkey scaring canon device ମାଙ୍କଡ ଘଉଡ଼ାଇବା ପାଇଁ ବ୍ୟବହାର କରାଯାଉଛି । ଏନେଇ ଗୃହରେ ବିଜେଡ଼ି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ।

 ଆଜିଠୁ ସପ୍ତଦଶ ବିଧାନସଭା ପ୍ରଥମ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ବୈଠକ। ପ୍ରଥମ ପର୍ଯ୍ୟାୟ ବୈଠକ ଜୁଲାଇ 22ରୁ 31 ପର୍ଯ୍ୟନ୍ତ ବସିଥିବା ବେଳେ ଦ୍ବିତୀୟ ପର୍ଯ୍ୟୟ ଅଧିବେଶନ ଆଜିଠୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
odisha-govt-to-build-monkey-squad- | Argus News