Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଉ ଚଳିବନି ମମତାଙ୍କ ମନମାନୀ

Smruti Parija
Browse all articles by Smruti Parija
·1 year ago
ଆଉ ଚଳିବନି ମମତାଙ୍କ ମନମାନୀ

ଭୁବନେଶ୍ୱର: ଆଉ ଚଳିବନି ମମତାଙ୍କ ମନମାନୀ । ଆଜିଠୁ ନାଫେଡ ମାଧ୍ୟମରେ ଆଳୁ ଓଡ଼ିଶାରେ ପହଂଚିଯିବ । ଆଳୁ କେଜି ପିଛା ୩୦ ଟଙ୍କାରେ ଯୋଗାଇଦେବେ ରାଜ୍ୟ ସରକାର । ୧୦୦ ଟଙ୍କାରେ ୩ କେଜି ଆଳୁ ସାରା ଓଡ଼ିଶାରେ ଯୋଗାଇ ଦେବେ ରାଜ୍ୟ ସରକାର । ଆଳୁକୁ ନେଇ ଚିନ୍ତାରେ ନରହିବାକୁ କହିଛନ୍ତି ୟୋଗାଣ ମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ନାଫେଡରୁ 300 ଟନ ଆଳୁ ଓଡ଼ିଶାକୁ ଆସୁଛି । ପୁଣି ଦ୍ଵିତୀୟ ପର୍ଯ୍ୟାୟରେ ଆଳୁ ଆସିବ ।

ଏବେ ବେପାରୀମାନେ ମଧ୍ୟ ନିଜ ମନମାନୀ କରିପାରିବେ ନାହିଁ । ସବୁ ଜାଗାରେ ରେଡ୍ ହେଉଛି । ଏବେ ଯେଉଁ ଆଳୁ ମିଳୁଛି ତାହା ବେପାରୀ ମାନେ ମହଜୁଦ ରଖିଥିବା ଆଳୁ ବୋଲି ଯୋଗାଣମନ୍ତ୍ରୀ କହିଛନ୍ତି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
odisha-govt-will-supply-patato-in-30-rs-by-the-help-of-nafed | Argus News