Odisha Parba / ଆମ ସଂସ୍କୃତି ଓ ପରମ୍ପରାର ପରିଚୟ 'ଓଡ଼ିଶା ପର୍ବ'
·3 months ago
Key Points
ଏଇ ମାର୍ଚ୍ଚ ୧୩ରୁ ୧୫... ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଛି ଓଡ଼ିଶା ପର୍ବ । ଦିଲ୍ଲୀର ଜବାହରଲାଲ୍ ନେହେରୁ ଷ୍ଟାଡିୟମ୍ରେ ଏକାଠି ହେବେ ଓଡ଼ିଆ ।
ଦିଲ୍ଲୀ ଦରବାରରେ ଓଡ଼ିଆଙ୍କ ଭିଡ଼ । ନାଚିବା, ଗାଇବା ଆମ ସଂସ୍କୃତିକୁ ମନ ଭରି ଭଲ ପାଇବା । ପଖାଳ ସାଙ୍ଗକୁ ବଡ଼ିଚୁରା ଖାଇବା, ରସଗୋଲା ଖୁଆଇ ମାନଭଞ୍ଜନ କରିବା । ଗୋଟିଏ ଜାଗାରେ ମିଳିବ ଓଡ଼ିଶାର ଖାଦ୍ୟ ସହ ହସ୍ତଶିଳ୍ପ । କଳା, ସଂସ୍କୃତିର ପ୍ରଦର୍ଶନ ସହ ହେବ ଓଡ଼ିଆ ସାହିତ୍ୟର ଚର୍ଚ୍ଚା । ପୁଣି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଛି ଓଡ଼ିଶା ପର୍ବ । ଏଇ ମାର୍ଚ୍ଚ ୧୩ରୁ ୧୫... ଦିଲ୍ଲୀର ଜବାହରଲାଲ୍ ନେହେରୁ ଷ୍ଟାଡିୟମ୍ରେ ଏକାଠି ହେବେ ଓଡ଼ିଆ ।
ପଢ଼ନ୍ତୁ ଏହି ଖବର: ରାଜ୍ୟରେ ଜରୁରୀ ସ୍ଵାସ୍ଥ୍ୟସେବାକୁ ବୁଷ୍ଟ୍; ୨୫୦ ନୂଆ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ପଢ଼ନ୍ତୁ ଏହି ଖବର: ରାଜ୍ୟରେ ଜରୁରୀ ସ୍ଵାସ୍ଥ୍ୟସେବାକୁ ବୁଷ୍ଟ୍; ୨୫୦ ନୂଆ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories