ଏକା ଦିନେ ବାହାରିବ କଳା, ବାଣିଜ୍ୟ ଓ ବିଜ୍ଞାନର ପରୀକ୍ଷା ଫଳ
·2 years ago

ଅର୍ଗସ ବ୍ୟୁରୋ: 26 ରେ ବାହାରିବ ଯୁକ୍ତ ଦୁଇ ପରୀକ୍ଷା ଫଳ । କଳା, ବାଣିଜ୍ୟ ଓ ବିଜ୍ଞାନର ପରୀକ୍ଷା ଫଳ ପ୍ରକାଶ ପାଇବ । ଏ ନେଇ ସୂଚନା ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । କଳା, ବିଜ୍ଞାନ, ଧନ୍ଦାମୂଳକ, ବିଜ୍ଞାନ ଫଳ ଏକା ଦିନରେ ବାହାରିବ। ଅପରାହ୍ନ ସମୟରେ ଫଳ ପ୍ରକାଶ ହେବ। www.orissaresults.nic.in ରେ ଛାତ୍ର ଛାତ୍ରୀ ଦେଖିପାରିବେ ରେଜଲ୍ଟ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: