Si Exam / ହାଇକୋର୍ଟ ଏଏସ୍ଓ ପରୀକ୍ଷା କେଳେଙ୍କାରୀ: ୧୪ ଜଣଙ୍କ ତଥ୍ୟ ଦେଲା କ୍ରାଇମବ୍ରାଞ୍ଚ
·5 months ago·2 min read

Key Points
ହାଇକୋର୍ଟ ଏଏସ୍ଓ ପରୀକ୍ଷା କେଳେଙ୍କାରୀ ଘଟଣା
୧୪ ଜଣଙ୍କ ତଥ୍ୟ ଦେଲା କ୍ରାଇମବ୍ରାଞ୍ଚ
ହାଇକୋର୍ଟ ଏଏସ୍ଓ ପରୀକ୍ଷା କେଳେଙ୍କାରୀ ଘଟଣାର ଅଭିଯୁକ୍ତ ପୁଲିସ ଏସ୍ଆଇ କେଳେଙ୍କାରୀରେ ସାମିଲ

ହାଇକୋର୍ଟ ଏଏସ୍ଓ ପରୀକ୍ଷା କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ଗୁରୁତ୍ବପୂର୍ଣ୍ଣ ତଥ୍ୟ କମିସନରେଟ୍ ପୁଲିସକୁ ପ୍ରଦାନ କରିଛି। ପଞ୍ଚସଫ୍ଟ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ ମାଲିକ ଶଙ୍କର ପୃଷ୍ଟି ସମେତ ୧୪ ଜଣଙ୍କ ତଥ୍ୟ କ୍ରାଇମବ୍ରାଞ୍ଚ ପ୍ରଦାନ କରିଛି। ଏଥିରେ ସମସ୍ତ ଅଭିଯୁକ୍ତଙ୍କ ନାଁ, ଠିକଣା, ସିଡିଆର୍(କଲ୍ ଡିଟେଲ୍ ରେକର୍ଡ), ବ୍ୟାଙ୍କ ଆକାଉଣ୍ଟ ତଥ୍ୟ, ଆଇପିଡିଆର୍(ଇଣ୍ଟରନେଟ୍ ପ୍ରୋଟୋକଲ୍ ଡିଟେଲ୍ ରେକର୍ଡ), ମୋବାଇଲ୍ ନମ୍ବର କ୍ରାଇମବ୍ରାଞ୍ଚ ପକ୍ଷରୁ ଦିଆଯାଇଛି। ହାଇକୋର୍ଟ ଏଏସ୍ଓ ପରୀକ୍ଷା କେଳେଙ୍କାରୀ ଘଟଣାରେ ଥିବା ଅଭିଯୁକ୍ତ ପୁଲିସ ଏସ୍ଆଇ କେଳେଙ୍କାରୀରେ ସାମିଲ ଥିବାରୁ କଟକ ଡିସିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଦସ୍ତାବିଜ ପ୍ରଦାନ କରିବାକୁ କ୍ରାଇମବ୍ରାଞ୍ଚକୁ ଚିଠି ଲେଖାଯାଇଥିଲା।

ଭୁବନେଶ୍ବର ଭାଗବତ ସନ୍ଧାନରେ ରହୁଥିବା ଢେଙ୍କାନାଳ ଜିଲ୍ଲା ମୁକୁନ୍ଦପୁରର ପ୍ରିୟଦର୍ଶିନୀ ସାମଲ, କଟକ ଜିଲ୍ଲା ବୈଦେଶ୍ବରର ଦଲାଲ ଲୋକନାଥ ସାହୁ, ବ୍ରହ୍ମପୁର ବୈଦ୍ୟନାଥପୁରର ସାଗର କୁମାର ଗୌଡ଼। ଅନ୍ୟପଟେ ପ୍ରାର୍ଥୀ ପିଛା ୨୦ ଲକ୍ଷ ଟଙ୍କା ଡିଲ୍ ହୋଇଥିବାରୁ, ଶଙ୍କର ଗ୍ୟାଙ୍ଗ ନିକଟକୁ ଯାଇଥିବା ଟଙ୍କା ସମ୍ପର୍କିତ ପ୍ରମାଣ ପୁଲିସ ବ୍ୟାଙ୍କରୁ ସଂଗ୍ରହ କରିଛି। ଯେଉଁ ପ୍ରାର୍ଥୀମାନେ ଟଙ୍କା ଦାଖଲ କରିଥିଲେ, ସେ ତଥ୍ୟ ପୁଲିସ ହାତରେ ଲାଗିଥିବା ବେଳେ କ୍ରାଇମବ୍ରାଞ୍ଚ ପୂର୍ବରୁ ଗିରଫ କରିଥିବା ଅଭିଯୁକ୍ତଙ୍କୁ କମିସନରେଟ୍ ପୁଲିସ ରିମାଣ୍ଡରେ ଆଣିବା ପରେ କୋର୍ଟରେ ଏହି ଆର୍ଥିକ କାରବାର ସଂକ୍ରାନ୍ତ ଦସ୍ତାବିଜ ଦାଖଲ କରାଯିବ ବୋଲି ସୂଚନା ମିଳିଛି।
ଗତ ଜାନୁଆରୀ ୩୧ ତାରିଖରେ ହାଇକୋର୍ଟ ଏଏସ୍ଓ ପରୀକ୍ଷା ଅନିୟମିତତା ମାମଲାରେ ୬ ଜଣ ଗିରଫ ହୋଇଥିଲେ। ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଲାଲବାଗ ଥାନା ପୋଲିସ। ଗିରଫ ୬ ଅଭିଯୁକ୍ତ ହେଲେ ହିମାଂଶୁ ଶେଖର ଦାସ, ଶ୍ରୀଧର ମନ୍ତ୍ରୀ, ଆଲୋକ ସାହୁ, ନିର୍ମାଲ୍ୟ କୁମାର ଦାସ, ଗଙ୍ଗାଧର ଜେନା ଓ ଜ୍ୟୋତିର୍ମୟୀ ସାହୁ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଯୁବତୀ ସାମିଲ ଥିଲେ। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ତେବେ ଏହି ଏଏସ୍ଓ ଅନିୟମିତତା ଘଟଣାରେ ପୂର୍ବରୁ ଏସ.ଆଇ ଓ ଓଟିିଇଟି ପରୀକ୍ଷା ଅନିୟମିତତାରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ୫ ଜଣ ଅଭିଯୁକ୍ତ ସାମିଲ ଅଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories