Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସମ୍ଭାବନାର ରାଜ୍ୟ ହେବ ଓଡ଼ିଶା- ମୁଖ୍ୟମନ୍ତ୍ରୀ

Odisha

ସମ୍ଭାବନାର ରାଜ୍ୟ ହେବ ଓଡ଼ିଶା- ମୁଖ୍ୟମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago
ସମ୍ଭାବନାର ରାଜ୍ୟ ହେବ ଓଡ଼ିଶା- ମୁଖ୍ୟମନ୍ତ୍ରୀ

Key Points

ସମ୍ଭାବନାର ରାଜ୍ୟ ହେବ ଓଡିଶା । `2036 ସୁଦ୍ଧା ଓଡ଼ିଶା ହେବ ସମୃଦ୍ଧ ଓଡ଼ିଶା' । 

ଅର୍ଗସ ବ୍ୟୁରୋ: ସମ୍ଭାବନାର ରାଜ୍ୟ ହେବ ଓଡିଶା । `2036 ସୁଦ୍ଧା ଓଡ଼ିଶା ହେବ ସମୃଦ୍ଧ ଓଡ଼ିଶା' । ଓଡ଼ିଶାର ନେତୃତ୍ବ ନେଇ ଦିଲ୍ଲୀରେ ରୋଡ୍ ସୋ' କରିଥିଲୁ । ସିଙ୍ଗାପୁର ଗସ୍ତ କରିଥିଲେ ଆମ ସରକାରର ଟିମ୍ । ଶିଳ୍ପପତି ମାନଙ୍କ ସହ କଥାବାର୍ତ୍ତା ହୋଇଥିଲା ଟିମ୍ । `ପାରାଦୀପରେ ହେବ ଗ୍ରୀନ୍ ହାଇଡ୍ରୋଜେନ୍ ପ୍ଳାଣ୍ଟ' । `ସିଙ୍ଗାପୁର ରାଷ୍ଟ୍ରପତିଙ୍କ ସହ ସକାରାତ୍ମକ ଆଲୋଚନା' । `ଓଡ଼ିଶାକୁ ଆଗକୁ ନେବା ପାଇଁ ଏହା ପ୍ରକୋଷ୍ଠ ସମୟ' । `ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାକୁ ଫୋକସରେ ରଖିଛନ୍ତି' ।  `ବିକଶିତ ଭାରତର ଏକ ଗୁରୁତ୍ବପୁର୍ଣ୍ଣ ଅଂଶ ହେବ ଓଡ଼ିଶା ' । ବିଜେପି ସରକାରକୁ 7 ମାସ ପୁରିଛି । ଏତିକିବେଳେ ଲୋକସେବା ଭବନରେ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
odisha-will-become-prosperous-by-2036 | Argus News