Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁବାଇର ଦୁଇଟି ସଂସ୍ଥା ସହ ଓଡ଼ିଶା କୃଷି ବିଭାଗର ଚୁକ୍ତିପତ୍ର ସ୍ୱାକ୍ଷରିତ

Smruti Parija
Browse all articles by Smruti Parija
·1 year ago
ଦୁବାଇର ଦୁଇଟି ସଂସ୍ଥା ସହ ଓଡ଼ିଶା କୃଷି ବିଭାଗର ଚୁକ୍ତିପତ୍ର ସ୍ୱାକ୍ଷରିତ

Key Points

ଓଡ଼ିଶାର ସୁଗନ୍ଧିତ ଚାଉଳ ଯିବ ଦୁବାଇ । ଦୁବାଇର ଦୁଇଟି ସଂସ୍ଥା ସହ ଓଡ଼ିଶା କୃଷି ବିଭାଗର ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି ।

ଭୁବନେଶ୍ୱର: ଓଡ଼ିଶାର ସୁଗନ୍ଧିତ ଚାଉଳ ଯିବ ଦୁବାଇ । ଦୁବାଇର ଦୁଇଟି ସଂସ୍ଥା ସହ ଓଡ଼ିଶା କୃଷି ବିଭାଗର ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି । ଓଡ଼ିଶାର କନକ ବାୟୋସାଇନ୍ସ ଆଣ୍ଡ ରିସର୍ଚ୍ଚ ପ୍ରାଇଭେଟ୍ ଲିମିଟେଡ଼ କମ୍ପାନୀ ଦୁବାଇର ଦୁଇଟି କମ୍ପାନୀ ୟୁନିଫି ଟ୍ରେଡିଂ ଏଫଜେଡସି ଏବଂ ଏକ୍ସଜିଆ ସଲ୍ୟୁସନ ଏଲଏଲସି ସହିତ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଏହାଦ୍ୱାରା ସୁଲଭ ମୂଲ୍ୟରେ ଦୁବାଇ କିଣିବ ଚାଉଳ ଏବଂ ଚାଷୀଙ୍କୁ ମିଳିବ ଚାଉଳର ଉଚିତ୍ ମୂଲ୍ୟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
odishas-fragrant-rice-will-go-to-dubai | Argus News