Videos
|
Odisha

ଅଫିସର ଓ ବିଜେଡି ନେତା ମାଲାମାଲ୍, ଚାଷୀ ହେଲେ ହନ୍ତସନ୍ତ:ମୁଖ୍ୟମନ୍ତ୍ରୀ

Sangram Tripathy
Browse all articles by Sangram Tripathy
·1 year ago
ଅଫିସର ଓ ବିଜେଡି ନେତା ମାଲାମାଲ୍, ଚାଷୀ ହେଲେ ହନ୍ତସନ୍ତ:ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ:ବଲାଙ୍ଗୀରରେ ୬୨୧ କୋଟି ଟଙ୍କାର ୨୭ଟି ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜଳସେଚନ ପ୍ରସଙ୍ଗରେ ପୂର୍ବତନ ବିଜେଡି ସରକାରକୁ କରିଛନ୍ତି ଟାର୍ଗେଟ୍। କହିଛନ୍ତି ୨୪ ବର୍ଷ ଭିତରେ କାହିଁକି ରାଜ୍ୟର ୩୫ ପ୍ରତିଶତ ଜମି ବି ହୋଇପାରିଲାନି ଜଳସେଚିତ। ଲୋୟର ସୁକତେଲ ପ୍ରକଳ୍ପ ଟଙ୍କାରେ କିଣାହେଲା ସୁନା, ଜମି, ଘର ଓ ଫ୍ଲାଟ୍। ଘୋଡ଼ା ଆଗରେ ଘାସ ରଖିଲେ ରହିବ ତ ସୁରକ୍ଷିତ। ଅଫିସର ଓ ବିଜେଡି ନେତା ହେଲେ ମାଲାମାଲ୍, ଚାଷୀ ହେଲେ ହନ୍ତସନ୍ତ,ଏମିତି କହି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: