Videos
|
Odisha

ବଢିଲା ଓମ୍‌ଫେଡ୍‌ କ୍ଷୀରର ଦାମ୍‌, ଲିଟର ପିଛା ୨ ଟଙ୍କା ବୃଦ୍ଧି

Rashmita Mishra
Browse all articles by Rashmita Mishra
·1 year ago
ବଢିଲା ଓମ୍‌ଫେଡ୍‌ କ୍ଷୀରର ଦାମ୍‌, ଲିଟର ପିଛା ୨ ଟଙ୍କା ବୃଦ୍ଧି

Key Points

ଓମ୍‌ଫେଡ୍ କ୍ଷୀର ଦାମ୍ 2 ଟଙ୍କା ବଢ଼ିଲା
ଓମ୍‌ଫେଡ୍ ପ୍ରିମିୟମ୍ ଓ ଟୋନ୍ଡ କ୍ଷୀର ଲିଟରକୁ 2 ଟଙ୍କା ବୃଦ୍ଧି
ଓମ୍‌ଫେଡ୍ ଗୋଲ୍ଡ କ୍ଷୀର ଲିଟରକୁ 4 ଟଙ୍କା ବୃଦ୍ଧି
ନୂଆ ଦାମ୍ ବୃଦ୍ଧି ନେଇ ଓମ୍‌ଫେଡ୍ ପକ୍ଷରୁ ସୂଚନା

ବଢିଲା ଓମ୍‌ଫେଡ୍‌ କ୍ଷୀରର ଦାମ୍‌। ଲିଟର ପିଛା ୨ ଟଙ୍କା ମହଙ୍ଗା ହେଲା ଓମ୍‌ଫେଡ୍‌ କ୍ଷୀର । ଓମ୍‌ଫେଡ୍‌ର ପ୍ରିମିୟମ କ୍ଷୀର ଦର ଅଧ ଲିଟର ଦାମ୍‌ ୧ଟଙ୍କା ବୃଦ୍ଧି ପାଇଛି । ୨୬ଟଙ୍କାରୁ ବଢି ୨୭ ଟଙ୍କା ହୋଇଛି। ବାକି ଓମ୍‌ଫେଡ୍‌ ଗୋଲ୍ଟ ମିଲ୍କ ଲିଟର୍‌ ପିଛା ୫୨ ଥିଲା। ଏବେ ଏହା ବଢି ୫୬ ଟଙ୍କା ହୋଇଛି। ସେହିପରି ଓମ୍‌ଫେଡ୍‌ ଟନ୍‌ଡ୍‌ ମିଲ୍‌କ ଲିଟର ପିଛା ୪୬ ଟଙ୍କା ଥିଲା। ଆଉ ବର୍ଦ୍ଧିତ ଦର ପରେ ୫୦ ଟଙ୍କାରେ ପହଞ୍ଚିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
omfed-milk-price-increased-by-rs-2-per-litre | Argus News