Videos
|
Odisha

ଖୁଵ ଶୀଘ୍ର ଦୁଗ୍ଧ ଚାଷୀଙ୍କ ପାଈଁ ଡିବିଟି ଲାଗୁ କରିବ ଓମଫେଡ଼

Rashmita Mishra
Browse all articles by Rashmita Mishra
·1 year ago
ଖୁଵ ଶୀଘ୍ର ଦୁଗ୍ଧ ଚାଷୀଙ୍କ ପାଈଁ ଡିବିଟି ଲାଗୁ କରିବ ଓମଫେଡ଼

ଅର୍ଗସ ବ୍ୟୁରୋ: ଦୁଗ୍ଧ ଚାଷୀଙ୍କ ପାଈଁ ଖୁସି ଖବର । ଖୁଵ ଶୀଘ୍ର ଦୁଗ୍ଧ ଚାଷୀଙ୍କ ପାଈଁ ଡିବିଟି ଲାଗୁ କରିବ ଓମଫେଡ଼ । ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ବି ଦୁଗ୍ଧ ଚାଷୀଙ୍କ ଆକାଉଣ୍ଟକୁ ଯିବ ଦୁଗ୍ଧ ବାବଦ ଟଙ୍କା । ପଞ୍ଚାୟତ କ୍ଷୀର ଧାରା କେନ୍ଦ୍ରରେ କ୍ଷୀର ଦେଲେ ଚାଷୀଙ୍କ ଆକାଉଣ୍ଟକୁ ଯିବ ସିଧାସଳଖ ପେମେଣ୍ଟ । ତୁରନ୍ତ ତାଙ୍କର ପ୍ରାପ୍ୟ ପାଇବେ ଚାଷୀ । ଆଜି ଓମଫେଡ଼ ସମୀକ୍ଷା ବୈଠକରେ ଶୀଘ୍ର ଡିବିଟି ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Omfed will soon implement DBT for dairy farmers | Argus News