Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପିକଅପ ଓଲଟି ଜଣେ ମୃତ ଓ ୨୯ ଜଣ ଶ୍ରମିକ ଗୁରୁତର

Swoyang prajna Mishra
Browse all articles by Swoyang prajna Mishra
·1 year ago
ପିକଅପ ଓଲଟି ଜଣେ ମୃତ ଓ ୨୯ ଜଣ ଶ୍ରମିକ ଗୁରୁତର

ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ବାଲିଶୁଳିଆ ଗ୍ରାମ ନିକଟରେ ଘଟିଛି ଅଭାବନୀୟ ଘଟଣା । ପିକଅପ ଓଲଟି ଜଣେ ମୃତ ଓ ୨୯ ଜଣ ଶ୍ରମିକ ଗୁରୁତର । ଡ଼ାକ୍ତରଖାନାରେ ପହଞ୍ଚିଲେ ମନ୍ତ୍ରୀ। ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଶୁଳିଆପଦା ପୋଲିସ,ଦମକଳ ବିଭାଗ ଓ ୧୦୮ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ।


ବାରିପଦା ମେଡ଼ିକାଲରେ ଜଣେ ମହିଳାଙ୍କୁ ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିବା ବେଳେ ମହିଳା ଜଣକ ହେଲେ କବିତା ରାମ । ଖବର ପାଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର,ବାରିପଦା ବିଧାୟକ ପ୍ରକାଶ ସୋରେନ ଓ ଅତିରିକ୍ତ ଜିଲ୍ଲାପାଳ ପହଞ୍ଚି ଗୁରୁତର ଆହତ ହେଇଥିବା ଶ୍ରମିକ ମାନଙ୍କୁ ଭେଟିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
One dead, 29 workers seriously injured after pickup overturns | Argus News