କାଠଯୋଡିରେ ବୁଡି ଜଣେ ମୃତ, ଜଣେ ନିଖୋଜ
·1 year ago

Key Points
କାଠଯୋଡ଼ି ରେ ବୁଡି ଦୁଇ ଜଣ ନିଖୋଜ। ସିଡିଏ ବିରେନ ମିତ୍ର ପାର୍କ ନିକଟରେ ଗାଧେଇବା ବେଳେ ବୁଡିଗଲେ ଦୁଇ ଯୁବକ ।
କାଠଯୋଡ଼ି ରେ ବୁଡି ଦୁଇ ଜଣ ନିଖୋଜ। ସିଡିଏ ବିରେନ ମିତ୍ର ପାର୍କ ନିକଟରେ ଗାଧେଇବା ବେଳେ ବୁଡିଗଲେ ଦୁଇ ଯୁବକ । ଜଣେ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ଆଉ ଜଣେ ନିଖୋଜ ଅଛନ୍ତି । ଯୁବକ ୨ ଜଣ ରତିକେ ଭଞ୍ଜେ ଏବଂ ରୁତିକେଶ ମାତାଲ । ୨ ଜଣ ମହାରାଷ୍ଟ୍ରର ହୋଇଥିବା ସୂଚନା ମିଳିଛି । ଉଭୟ ଏସସିବି ମେଡିକାଲର ସମ୍ପ୍ରସାରଣରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ ।
ଜଣକ ବୟସ ୨୪ ବର୍ଷ ହୋଇଥିବା ବେଳେ ଆଉଜଣଙ୍କ ବୟସ ୨୫ ବର୍ଷ । ୪ଜଣ ଇଞ୍ଜିନିୟର ଗାଧୋଇବାକୁ ଆସିଥିବା ବେଳେ ଅଘଟଣ ଘଟିଛି । ତେବେ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ଟିମ ଖୋଜାଖୋଜି ଜାରି ରଖିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: